Browsing Tag

college student

ଅଡ଼ଶପୁର କଲେଜ ଛାତ୍ରୀଙ୍କୁ ବିଚ୍‌ ରାସ୍ତାରେ ଛୁରା ମାଡ଼

ଅଡ଼ଶପୁର(କେନ୍ଯୁଜ୍) : ବିଚ୍‌ ରାସ୍ତାରେ କଲେଜ ଛାତ୍ରୀଙ୍କୁ ଛୁରାମାଡ଼ । ଅଡ଼ଶପୁର କଲେଜ ଛାତ୍ରୀଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଚିକିତ୍ସା ପାଇଁ ତାଙ୍କୁ ପଠାଯାଇଛି କଟକ ବଡ଼ ମେଡିକାଲ । ରାଜୁ ବେହେରା ନାମକ ଜଣେ ଯୁବକ ଆକ୍ରମଣ କରି ଫେରାର…

କୁଚିଣ୍ଡାରେ କଲେଜ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ : ଅଭିଯୁକ୍ତ ଅଟକ

ସମ୍ବଲପୁର : କୁଚିଣ୍ଡାରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ । ମହୁଲପାଲି କୁନ୍ତରା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କୁନ୍ତରା ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତକୁ…