କଲମ୍ବିଆ: ସୁନା ଖଣି ଧସି ୧୦ ଶ୍ରମିକଙ୍କ ମୃତ୍ୟୁ
କଲମ୍ବିଆର ଲୋଙ୍ଗଟୁଆରେ ସୁନା ଖଣି ଧସି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକଙ୍କ ପତ୍ତା ମିଳି ପାରିନାହିଁ। ସେଠାକାର ରାଜ୍ୟପାଳ କହିଛନ୍ତି ଯେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ହେଉଛନ୍ତି ସୁନା ଖଣିରେ କାମ କରୁଥିବା ଶ୍ରମିକ। ଏଭଳି ଅଭାବନୀୟ ଘଟଣା ପରେ ରାଜ୍ୟପାଳ…