କର୍ଣ୍ଣେଲ ରାଜ କୁମାର କପୁରଙ୍କ ନିଧନରେ ଶାହରୁଖ ଖାନ କଲେ ଦୁଃଖ ବ୍ୟକ୍ତ, କହିଲେ ଜଣେ ସାଧାରଣ ବାଳକକୁ ବନାଇଦେଲ ‘ଫୌଜି’
ଟେଲିଭିଜନ ଧାରାବାହିକର ନିର୍ଦ୍ଦେଶକ ଏବଂ ପ୍ରଯୋଜକ କର୍ଣ୍ଣେଲ ରାଜ କୁମାର କପୁରଙ୍କ ପରଲୋକ ହୋଇଯାଇଛି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ରିତାମ୍ଭର ହସପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ବୁଧବାର ଦିନ ରାତିରେ ତାଙ୍କର ନିଧନ ହୋଇଯାଇଛି। ମ୍ରୁତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ…