ଜଣେ ଦେଶଭକ୍ତଙ୍କ ପୂରା ପରିବାରକୁ ସଫା କରି ଦେଲେ ନିର୍ଦ୍ଦୟୀ ଆତଙ୍କବାଦୀ
ଗୁଳି ଦେଖେନି କିଏ ଭଲ ଆଉ କିଏ ମନ୍ଦ । ଗୁଳି ଚଳାଇବା ଲୋକକୁ ହିଁ ଏହାକୁ ପରଖିବାକୁ ପଡ଼େ । ହେଲେ ଯିଏ ଆତଙ୍କ ଖେଳାଏ, ବନ୍ଧୁକ ଧରି କେବଳ ରକ୍ତପାତ କରି ଜାଣେ ତାର ବନ୍ଧୁକର ଗର୍ଜନ ଭଲ ମନ୍ଦ କିଛି ବି ଦେଖେନି । ଏମିତି ମଣିପୁର ନାଗାଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ଏମ୍ଏନ୍ପିଏଫ୍)ର…