ରଙ୍ଗିନ୍ ବାବାଙ୍କ ରଙ୍ଗିନ୍ କାରନାମା: ସୋସିଆଲ ମିଡିଆରେ ଘୁରି ବୁଲୁଛି ୧୦ରୁ ଅଧିକ ଅଶ୍ଳୀଳ ଭିଡିଓ
ହରିୟାଣାର ଗୁରୁଗ୍ରାମ ଜିଲାର ଏକ ଗାଁରେ ଜଣେ ରଙ୍ଗିନ୍ ବାବାଙ୍କ ରଙ୍ଗିନ୍ କାରନାମା ସାମ୍ନାକୁ ଆସିଛି। ବାବାଙ୍କର ୧୦ରୁ ଅଧିକ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାବା ଜଣକ ଏଠାରେ ଥିବା ଏକ ପ୍ରସିଦ୍ଧ ଧାର୍ମିକ ସଂସ୍ଥାର ସଂଚାଳକ। ତେବେ ତାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ…