ହୋଲିରେ କେମିତି ରଖିବେ ତ୍ବଚା ଓ କେଶର ଯତ୍ନ, ରଙ୍ଗ ଖେଳିବା ପୂର୍ବରୁ କରିନିଅନ୍ତୁ ଏହି କାମ
ରଙ୍ଗର ପର୍ବ ହୋଲି । ଏହା ଏକ ଏମିତି ପର୍ବ, ଯେଉଁଥିରେ ପରସ୍ପର ଭିତରେ ଥିବା ସମସ୍ତ ଭେଦଭାବକୁ ଭୁଲାଇ ଦେଇଥାଏ। ସମ୍ପର୍କରେ ଏକ ନୂଆ ସେତୁ ଉତ୍ପନ୍ନ କରିଥାଏ । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ…