Browsing Tag

Columbian

କଲମ୍ବିଆରେ ରହିଛି ୬୮୦ ଟନ୍‌ ସୁନା, ହେଲେ ଏହି କାରଣରୁ ଗାଁ ଲୋକେ ଖଣି ଖୋଳିବାକୁ ଦେଉ ନାହାନ୍ତି

ଯଦି ଆପଣ ରହୁଥିବା ଗାଁରେ ସୁନାର ଭଣ୍ଡାର ଲୁଚି ରହିଛି ବୋଲି ଆପଣମାନଙ୍କୁ ଜଣାପଡ଼େ ତେବେ ଆପଣ କଣ କରିବେ? ବୋଧ ହୁଏ ଆପଣ ଖୋଳି କରି ସୁନା ବାହାର କରିବେ। କିନ୍ତୁ କଲମ୍ବିଆର ଏକ ଛୋଟ ଗାଁ କାଜାମାରକାର ଲୋକମାନେ ଏଭଳି କରିବା ପାଇଁ ମନା କରିଛନ୍ତି। ଏହି ଗାଁର ତଳେ ୬୮୦ ଟନ୍‌ର ସୁନାର ଭଣ୍ଡାର…