ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଗ୍ରହଣ କରିନପାରି କୋମାକୁ ଚାଲିଗଲେ ଫ୍ୟାନ୍, ଏବେ ଲଢ଼ୁଛନ୍ତି ମରଣ ସହ
ଟିଭିର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ନିଧନ ପରେ ତାଙ୍କ ଫ୍ୟାନ୍ମାନେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଗ୍ରହଣ କରିନପାରି ଜଣେ ଫ୍ୟାନ୍ ଗୁରୁତର ହୋଇପଡ଼ିଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ସିଦ୍ଧାର୍ଥଙ୍କର ଏହି ମହିଳା ଫ୍ୟାନ୍ ଏବେ…