ପୁଅ ପାଇଁ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଲେ ଭାରତୀ ଏବଂ ହର୍ଷ , ମାତ୍ର ୬ ଦିନରେ ହୋଇଗଲେ ୧୫ ହଜାର ଫଲୋୟର୍ସ
କମେଡି କୁଇନ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି। ଭାରତୀ ଏବଂ ହର୍ଷ କେବଳ ଅନସ୍କ୍ରିନ ନୁହେଁ ବରଂ ଅଫସ୍କ୍ରିନରେ ମଧ୍ୟ ମଜାକ ମୁଡ୍ରେ ରହିଥାନ୍ତି। ନିକଟରେ ହିଁ ଭାରତୀ ପୁଅ ଲକ୍ଷ୍ୟର ଚେହେରା ଫ୍ୟାନ୍ସଙ୍କୁ ଦେଖାଇଥିଲେ। ଯାହାପରେ ପୁଅର ଏକ…