Browsing Tag

comedian jagdeep passess away

ପରଲୋକରେ ବଲିଉଡର ପ୍ରଖ୍ଯାତ କମେଡିୟାନ୍‌ ଜଗଦୀପ, ସୋଲେର ସୁରମା ଭୋପାଳି ଚରିତ୍ରରେ ସାଉଁଟିଥିଲେ ଖୁବ୍ ପ୍ରଶଂସା

ନୂଆଦିଲ୍ଲୀ: ପରଲୋକରେ ବଲିଉଡ୍‌ ଅଭିନେତା ତଥା ପ୍ରଖ୍ଯାତ କମେଡିୟାନ୍‌ ଜଗଦୀପ। ୮୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ମିଳିଥିବା ସୂଚନା ମୁତାବକ ଦୀର୍ଘ ବର୍ଷ ଧରି ସେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ। ତେବେ ସୋଲେର ଭୋପାଳି ଚରିତ୍ରରେ ସେ ଖୁବ୍ ପରିଚୟ ଲାଭ କରିଥିଲେ ।…