୬ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆସିଲା ଆଶ୍ୱସ୍ତିକର ଖବର, ସେକ୍ରେଟାରୀ ଦେଲେ…
ଷ୍ଟାଣ୍ଡ୍ ଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ସେକ୍ରେଟାରୀ ସୂଚନା ଦେଇଛନ୍ତି। ଅଗଷ୍ଟ ୧୦ରେ ରାଜୁଙ୍କର ହାର୍ଟ ଆଟାକ୍ ହୋଇଥିଲା। ତାଙ୍କ ସ୍ଥିତି ଏବେ ବି ଉଦ୍ବେଗଜନକ ରହିଛି। ତେବେ ଆଜି ତାଙ୍କ ସେକ୍ରେଟାରୀଙ୍କ ପକ୍ଷରୁ ରାଜୁଙ୍କ ହେଲଥ୍…