Browsing Tag

comedy king

ଆଉ ଥରେ ବାପା ହେବେ କମେଡି କିଙ୍ଗ କପିଳ ଶର୍ମା !

କମେଡି କିଙ୍ଗ କପିଲ ଶର୍ମାଙ୍କୁ କିଏ ବା ନ ଜାଣେ । ତାଙ୍କୁ ଚିହେଁଇବା ପାଇଁ କୌଣସି ପରିଚୟର ହିଁ ଆବଶ୍ୟକତା ନାହିଁ । କପିଳଙ୍କ ଅନୁଯାୟୀ ଆଜିର ଏହି ସଫଳତା ପାଇବା ପାଇଁ ତାଙ୍କୁ ଖୁବ ପରିଶ୍ରମ କରିବାକୁ ପଡିଛି । ନିଜ କଥା ଚାତୁରୀରେ ସମସ୍ତଙ୍କୁ ହସେଇ ହସେଇ ବେଦମ କରିପାରୁଥିବା କପିଳ ଆଉ ଥରେ…