‘ତାରକ୍ ମେହେତା କା ଉଲଟା ଚଷମା’ କଳାକାରଙ୍କ ଦରମା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
ହିନ୍ଦୀ ଟେଲିଭିଜନ ଦୁନିଆର ସବୁଠୁ ପପୁଲାର ଟିଭି ସୋ’ ‘ତାରକ୍ ମେହତା କା ଉଲଟା ଚଷମା’। ଏହା କେବଳ ଦେଶରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ତା’ର ଜଲଓ୍ଵା ଦେଖେଇ ଦର୍ଶକଙ୍କ ମନ ଜିଣିଛି। ଦୀର୍ଘ ୧୧ ବର୍ଷରୁ ଅଧିକ ସମୟ ଧରି ଏହି ସିରିଏଲ ନିଜ କ୍ରେଜ ବଜାୟ ରଖିଛି। ଏହି ପୁପୁଲାର ପାରିବାରିକ…