ପୃଥିବୀ ନିକଟରେ ନଜର ଆସିଲା ଧୂମକେତୁ, ଅନ୍ତରୀକ୍ଷ ଯାତ୍ରୀ ବବ ବେହେନକନ ଟ୍ଵିଟରରେ ସେୟାର କଲେ ଫଟୋ
ଅର୍ନ୍ତରାଷ୍ଟ୍ରୀୟ ସ୍ପେସ ସେଣ୍ଟରର ଅନ୍ତରୀକ୍ଷ ଯାତ୍ରୀ ବବ ବେହେନକନ ନିକଟରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଧୂମକେତୁ Comet Neowise or C/2020 F3 ସଂପୂର୍ଣ୍ଣ ଭାବେ ଦେଖିବାକୁ ମିଳିଛି। ବବ ବେହେନକନ ଟ୍ଵିଟରରେ ସେୟାର କରିଛନ୍ତି। ଏହି ଫଟୋରେ ଆପଣ ଧୂମକେତୁର…