Browsing Tag

comic artist

ଦୁଃଖ ସାଉଁଟୁଛନ୍ତି ହସାଉଥିବା କଳାକାର

କେନ୍ଦ୍ରାପଡା (କେନ୍ୟୁଜ୍) : ଦିନେ ସେ ଯାତ୍ରା ଜଗତର ବେଶ୍ ପରିଚିତ ଥିଲେ । ନିଜର ହାସ୍ୟ ଅଭିନୟ ପାଇଁ ସାଉୁଁଟୁଥିଲେ ଅଜସ୍ର କରତାଳି । ଯାତ୍ରାପ୍ରେମୀଙ୍କ ହୃଦୟରେ ଆଜି ବି ସେ ଘର କରିଛନ୍ତି । ହେଲେ ଯାତ୍ରାରୁ ଅବସର ନେବା ପରେ ଦୁର୍ବିସହ ହୋଇପଡ଼ିଛି ତାଙ୍କ ଜୀବନ । ଆସନ୍ତୁ ନଜର ପକାଇବା…