ଫିଲ୍ମ ‘ଦ କାଶ୍ମୀର ଫାଇଲସ୍’ ଉପରେ ମନ୍ତବ୍ୟ ଦେବା ଯୁବକଙ୍କୁ ପଡିଲା ମହଙ୍ଗା : ମନ୍ଦିରରେ ନାକ ରଗଡି ମାଗିଲେ…
ରାଜସ୍ଥାନର ଅଲୱାରରେ ଥିବା କାଶ୍ମୀର ଫାଇଲ ଫିଲ୍ମ ଉପରେ ମନ୍ତବ୍ୟ ଦେବା ଜଣେ ଯୁବକଙ୍କ ଉପରେ ଭାରି ପଡିଛ । ଗାଁର ବରିଷ୍ଠ ବ୍ୟକ୍ତି ମାନେ ଦଳିତ ଯୁବକଙ୍କୁ ମନ୍ଦିରକୁ
ଡାକି ଜବରଦସ୍ତ କ୍ଷମା ମାଗିଥିଲେ। କ୍ଷମା ମାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ପ୍ରଶାସନର ହୋସ…