Browsing Tag

commisionarate police

ପାର୍ବଣ ପୂର୍ବରୁ କମିଶନରେଟ ପୋଲିସର ନବକଳେବର: ବଦଳିଲେ ୨ ଏସିପି, ୨୬ ଥାନା ଅଧିକାରୀ

ଭୁବନେଶ୍ୱର(କେନ୍ୟୁଜ୍): ପାର୍ବଣ ପୂର୍ବରୁ କମିଶନରେଟ ପୋଲିସର ନବକଳେବର । ବଦଳିଲେ ୨ ଏସିପି, ୨୬ ଥାନା ଅଧିକାରୀ । କମିଶନରେଟ ପୋଲିସ ପକ୍ଷରୁ ଟ୍ଵିନସିଟିରେ ବଡ଼ ଧରଣର ଅଦବଳ ବଦଳ ହୋଇଛି । ଏସିପି, ଆଇଆଇସି ଓ ଏସଆଇ ସ୍ତରରେ ନବକଳେବର କରାଯାଇଛି । କ୍ୟାପିଟାଲ ଥାନାକୁ ଗଲେ ପଦ୍ମନାଭ ପ୍ରଧାନ ।…

କମିଶନରେଟ ପୋଲିସ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ: ରକ୍ତ ଲଗା ଖଣ୍ଡା, ସୁନା ଗହଣା ସହିତ ମୋବାଇଲ ଜବତ

କମିଶନରେଟ ପୋଲିସ କବ୍ଜାରେ ରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ । ୨୧ ଟି ମୋବାଇଲ,ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ଟାର୍ଗେଟ ରେ ଥିଲେ ରାତିରେ ଏକୁଟିଆ ଯାଉଥିବା ବ୍ୟକ୍ତି । ଏହି ଗ୍ୟାଙ୍ଗ କଳିଙ୍ଗ ଟିଭିର ଜଣେ ସାମ୍ବାଦିକ ଙ୍କ ଠାରୁ ମଧ୍ୟ…

ଏଜି ଛକରେ ଚାଲିଛି ଜୋରଦାର ଚେକିଙ୍ଗ, ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି କମିଶନରେଟ ପୋଲିସ୍

ଭୁବନେଶ୍ବର: ଏଜି ଛକରେ ଚେକିଙ୍ଗ ଜୋରଦାର କରିଛି କମିଶନରେଟ ପୋଲିସ। ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ ଆଦାୟ କରିଛି। ଯେଉଁମାନେ ଆବଶ୍ୟକୀୟ କାର୍ଯ୍ୟ ନଥାଇ ଅଯଥାରେ ଭିଡ଼ ଜମାଉଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ ହେଉଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିଭିନ୍ନ ଚେକିଂ ପୋଷ୍ଟ…

ରାଜଧାନୀରେ ଅପରାଧ କମାଇବାକୁ ନୂଆ ରଣନୀତି, କମିଶନରେଟ ପୋଲିସ ପକ୍ଷରୁ ଜାରି ହେଲା ହ୍ଵାଟସଆପ ନମ୍ବର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯେ କୌଣସି ସ୍ଥାନରେ ଅପରାଧ ଘଟିଲେ ତୁରନ୍ତ କମିଶନରେଟ ପୋଲିସକୁ ଯୋଗାଯୋଗ ପାଇଁ ଜାରି ହେଲା ହ୍ଵାଟସଆପ ନମ୍ବର । ୭୦୭୭୭୯୮୧୧୧ରେ ଜନସାଧାରଣ ପୋଲିସକୁ ସୂଚନା ଦେଇପାରିବେ । ଆଜିଠୁ ଏହା କାର୍ଯ୍ୟକ୍ଷମ ହେବ । ଏହି ନମ୍ବରକୁ ଫୋନ ନକରି ଅପରାଧ ଓ…

ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍: ଖାରବେଳ ନଗର ଅଞ୍ଚଳର ଜଣେ ଯୁବକଙ୍କଠାରୁ ୫୨ହଜାର ଟଙ୍କା ଚଳୁ କଲେ ଠକ

ଭୁବନେଶ୍ବର: ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍ । କେତେବେଳେ ଲଟେରୀ ଲୋଭ ଦେଖାଇ ଲୁଟୁଛନ୍ତି ତ ଆଉ କେତେବେଳେ ଧମକ ଦେଇ ଗ୍ରାହକ ଠାରୁ ଲୁଟ କରୁଛନ୍ତି । ପ୍ରତିଦିନ ମାଳମାଳ ଅଭିଯୋଗ ସାଇବର ଥାନାରେ ରୁଜୁ ହୋଉଛି । ହ୍ପାଟସପ, ଫୋନ ପେ, ଗୁଗୁଲ ପେ, ଅନଲାଇନ୍‌ ଟ୍ରାଞ୍ଜାକ୍ସନ କୁ ହ୍ୟାକ କରି…

କରୋନା ନିୟମ କୋହଳ ପରେ ଏବେ ଟ୍ରାଫିକ୍‌ ନିୟମକୁ କଡାକଡି କରିଛି କମିଶନରେଟ୍‌ ପୋଲିସ୍, ରାଜଧାନୀର ୧୩ଟି ସ୍ଥାନରେ…

ଭୁବନେଶ୍ୱର: କରୋନା ନିୟମ କୋହଳ ପରେ ଏବେ ଟ୍ରାଫିକ୍‌ ନିୟମକୁ କଡାକଡି କରିଛି କମିଶନରେଟ୍‌ ପୋଲିସ । ଆଜି ଭୁବନେଶ୍ୱରର ୧୩ଟି ସ୍ଥାନରେ ଚେକିଂ କରିଛି ପୋଲିସ । ଚେକିଂ ବେଳେ ସାମାଜିକ ଦୂରତା ରକ୍ଷା କରିବା ସହ ହେଲମେଟ୍‌ ଓ ମାସ୍କ ଚେକିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଭଳି ଭାବେ ଚେକିଂ…

ଟ୍ବିନ୍ ସିଟିରେ ଚଳିତ ବର୍ଷ ହେବନାହିଁ ଗଣେଶ ପୂଜା, କମିଶନରେଟ ପୋଲିସ୍ ପକ୍ଷରୁ ଟ୍ଵିଟ କରି ଦିଆଗଲା ସୂଚନା

ଭୁବନେଶ୍ୱର:କରୋନା ଯୋଗୁ ପୂଜା ବନ୍ଦ । ଭୁବନେଶ୍ୱର ଓ କଟକରେ ଏବର୍ଷ ହେବ ନାହିଁ ଗଣେଶ ପୂଜା । ବିଭିନ୍ନ ମଣ୍ଡପରେ ଅଗ୍ରପୂଜ୍ୟଙ୍କ ଆବାହନ କରାଯିବ ନାହିଁ । ଯିଏ ଚାହିଁବେ ନିଜ ନିଜ ଘରେ ପୂଜା କରି ପାରିବେ । ସାମୁହିକ ପୂଜାକୁ ମନା । ଧାର୍ମିକ କାର୍ଯ୍ୟରେ ଅଧିକ ଜନସମାଗମକୁ ବାରଣ କରାଯାଇଛି ।…

ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ବର: କମିଶନରେଟ୍‌ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କ ଠାରୁ ଲୁଟୁଥିବା ୩ ଜଣଙ୍କୁ ଗିରଫ କଲା ପୋଲିସ । ଗତ ମାସ ୨୫ ତାରିଖରେ ସୁଲୋଚନା ପତି ଓ ତାଙ୍କ ସ୍ୱାମୀ ଭୁବନେଶ୍ୱର ଫେରୁଥିବା ବେଳେ ଭିଙ୍ଗାରପୁର ଛକ ନିକଟରେ ଲୁଟ୍‌ ହୋଇଥିଲା । ତିନି ଜଣ…

ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି

ଭୁବନେଶ୍ବର: ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି । ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉମାଶଙ୍କର ଦାସ। ଭୁବନେଶ୍ୱର ଡିସିପି ଅନୁପ ସାହୁ ଭିଜିଲାନ୍ସ ଡିଆଇଜି ଭାବେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଉମାଶଙ୍କର ଦାସଙ୍କୁ ନିଯୁକ୍ତ…

ଆଜିଠୁ ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ, ସମ୍ପୂର୍ଣ୍ଣ ବିଲ୍‌ଡିଂକୁ କରାଯିବ ବିଶୋଧନୀକରଣ

ଭୁବନେଶ୍ବର: ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ। ଶନିବାର ଓ ରବିବାର ଦୁଇ ଦିନ ପୋଲିସ ସେବା ଭବନ ବନ୍ଦ ରହୁଥିବାରୁ ଏହି ସମୟରେ ଏଠାରେ ସାନିଟାଇଜ୍‌ କରାଯିବ । ଆଜି ସକାଳ ୯ଟାରୁ ଆସନ୍ତାକାଲି ପର୍ଯ୍ୟନ୍ତ କୌଣସି ପୋଲିସ କର୍ମଚାରୀ କିମ୍ବା ସାଧାରଣ ଲୋକ ପୋଲିସ ଭବନକୁ ନଆସିବାକୁ…

ଅପରାଧୀଙ୍କର ଆଉ ତ୍ରାହି ନାହିଁ, ପଛରେ ଲାଗିଛନ୍ତି କମିଶନରେଟ୍ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ

ଭୁବନେଶ୍ବର (କେନ୍ଯୁଜ୍) : ସାବଧାନ ଅପରାଧୀ । ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍ । ରାତି ଅଧରେ ପୁଣି ଏନକାଉଣ୍ଟର । ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଅଞ୍ଚଳରେ ଦୁଇ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ ।…