Browsing Tag

Commissionerate of Police

୯୨ଟି ଚୋରା ମୋବାଇଲକୁ ଫେରାଇଲା କମିଶନରେଟ ପୋଲିସ୍

ଭୁବନେଶ୍ବର(କେନ୍ୟୁଜ୍‌): କମିଶନରେଟ ପୋଲିସର ମୋବାଇଲ ମେଳା । ୯୨ଟି ଚୋରା ମୋବାଇଲକୁ ଫେରାଇଲା ପୋଲିସ୍‌ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ମୋବାଇଲ ଫେରାଇଥିଲେ । ସେପଟେ ଦୀର୍ଘ ଦିନ ପରେ ମୋବାଇଲ ପାଇ ଖୁସି ହୋଇଛନ୍ତି ଲୋକେ ।

ସାବଧାନ ! ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ । ସାବାଡ଼ ହେବେ ବିକଟାଳ ଶବ୍ଦ କରି ଯାଉଥିବା ବୁଲେଟ ଚାଳକ । ଜବତ ହେବ ଗାଡ଼ି । ଏନେଇ ଭୁବନେଶ୍ୱରରେ ୧୧ରୁ ଅଧିକ ଗାଡ଼ିକୁ ଜବତ କରିଛି କମିଶନରେଟ ପୋଲିସ । ରାଜଧାନୀରେ ଏବେ ଚକ୍କର କାଟୁଛି ଟ୍ରାଫିକ ପୋଲିସ । ପୋଲିସ ନଜରରେ…