Browsing Tag

commissionerate police

ମ୍ୟାଚ୍‌ ପୂର୍ବରୁ ବାରବାଟୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି ସୁନୀଲ ବଂସଲ

କଟକ(କେନ୍ୟୁଜ୍‌): ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପୂର୍ବରୁ କଟକ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ପୋଲିସ ଡିଜି। ଷ୍ଟାଡିୟମ୍‌ରେ ପହଞ୍ଚି ପୋଲିସ ଡିଜି ସୁନୀଲ ବଂସଲ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ ଅତିରିକ୍ତ ଆବଶ୍ୟକ ପୋଲିସ ଫୋର୍ସ ଯୋଗାଇ ଦିଆଯିବ…

ପୁଣି ଏସସିବିରୁ ୫ ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ, ଘଟଣାରେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ଅଛି…

କଟକ (କେନ୍ୟୁଜ): ପୁଣି ଧରାପଡ଼ିଲେ ଏସ୍‌ସିବିରେ କାର୍ଯ୍ୟରତ ଠିକା ସଂସ୍ଥା କର୍ମଚାରୀ । ଏସ୍‌ସିବି ମେଡିକାଲ କଲେଜରୁ ୫ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । କିଛି ଆଉଟ୍‌ ଡୋର୍‌ ଟିକେଟ ସହ ନଗଦ ୧୩ଶହ ଟଙ୍କା ଜବତ ହୋଇଛି। ମେଡିକାଲ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ…

କମିଶନରେଟ ପୋଲିସ କବ୍‌ଜାର ହାଇପ୍ରୋଫାଇଲ ଠକ ଉମେଶ ଚନ୍ଦ୍ର ପାଢ଼ୀ, ୧୦ରୁ ଅଧିକ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା…

ଭୁବନେଶ୍ବର(କେନ୍ୟୁଜ): କମିଶନରେଟ ପୋଲିସ କବ୍‌ଜାର ହାଇପ୍ରୋଫାଇଲ ଠକ । ଠକ ଉମେଶ ଚନ୍ଦ୍ର ପାଢ଼ୀ ଗିରଫ । କେନ୍ଦୁଝର ଘଷିପୁରା ଅଞ୍ଚଳରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ୧୦ରୁ ଅଧିକ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା ଠକି ନେଇଛି ଠକ । ଠକେଇ ଟଙ୍କାରେ ଫ୍ଲାଇଟ ଚଢି ବାହାରେ ବୁଲି…

କଟକରେ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍: ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ

କଟକ(କେନ୍ଯୁଜ୍): ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍ । ଭୁବନେଶ୍ୱର ପରେ କଟକରେ କାର୍ଯ୍ୟାନୁଷ୍ଠାନ। ରାସ୍ତାରେ ବିକଟାଳ ଶଦ୍ଦ କରୁଥିବା ରୋଡ ରୋମିଓଙ୍କୁ ପାନେ ଦେବାକୁ ସ୍ୱତନ୍ତ୍ର ଯୋଜନା । ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ ।…

ଗାଡି ମୋଡିଫିକେଶନ ଦୋକାନରେ କମିଶନରେଟ୍ ପୋଲିସର ଚଢ଼ାଉ, ଜବତ ହେଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର

ଭୁବନେଶ୍ବର (କେନ୍ୟୁଜ): ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ। ସାଇଲେନ୍ସର ମୋଡିଫିକେସନ ସୋ ରୁମ୍‌ରେ ଚଢାଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ସୋ ରୁମରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ । ୨୭ଟି ସାଇଲେନ୍ସର ଜବତ ହୋଇଛି । ଏହାପରେ ରାଜଧାନୀର ସମସ୍ତ ମୋଡିଫିକେସନ ସୋ…

ଖଟି କରୁଥିଲେ ସାବଧାନ! ଯିବାକୁ ପଡିବ ଜେଲ୍‌ ; ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଛି ଚେତାବନୀ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଖଟି କରୁଥିବା ଯୁବକ ସାବଧାନ । ଛକରେ ଖଟି କଲେ ଯିବେ ଜେଲ୍‌ । କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଛି ଚେତାବନୀ । ଆଗକୁ ପୌର ନିର୍ବାଚନ ରହିଛି । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ…

୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କମିଶନରେଟ ପୋଲିସ୍, ଖଣ୍ଡା ସହ ବହୁ ମାରଣାସ୍ତ୍ର ଜବତ

ଭୁବନେଶ୍ୱର(କେନ୍ଯୁଜ୍): ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଭୁବନେଶ୍ୱର ସ୍ଥିତ ସାଲିଆ ସାହିରୁ ୩ ଅପରାଧୀଙ୍କୁ ଗିରଫ କଲା ପୋଲିସ। ଖଣ୍ଡା ସହ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ

ସହିଦନଗର ପୋଲିସ ଓ କ୍ୱିକ୍‌ ଆକ୍ସନ ଟିମର ଚଢଉ: ଧଳା ଜହର ସହ ୩୪ଲକ୍ଷ ୮୦ହଜାର ଟଙ୍କା, ମହିଳାଙ୍କ ସହ ୨ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର କମିସନରେଟ ପୋଲିସର ସଫଳତା। ପୁଣି ଜବତ ହେଲା ଧଳା ଜହର। ୫୫୦ ଗ୍ରାମ ବ୍ରାଉନ ସୁଗର ସହ ୩୪ଲକ୍ଷ ୮୦ହଜାର ଟଙ୍କା ଜବତ। ଏଥିରେ ସଂପୃକ୍ତି ନେଇ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ସହିଦନଗର ପୋଲିସ ଓ କ୍ୱିକ୍‌ ଆକ୍ସନ ଟିମ୍‌ ଚଢଉ କରି…

ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରୁ ମିଳିଲା ମୃତଦେହ, ବିଦା ହେଲେ ଥାନା ଅଧିକାରୀ

ଭୁବନେଶ୍ୱର: ଜବତ ଗାଡ଼ିରୁ ମିଳିଲା ମୃତଦେହ। ଯାଆଁଳା ଫାଣ୍ଡି ପରିସରରେ ଥିବା ଏକ ଗାଡ଼ିରୁ ନରକଙ୍କାଳ ଉଦ୍ଧାର ହୋଇଛି। ୨୦୧୯ ମସିହାରୁ ଫାଣ୍ଡି ପରିସରରେ ଗାଡିଟି ଥିଲା। ଏଣୁ ଏବେ ଗାଡ଼ିରେ ମୃତ ଦେହ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ମାମଲାକୁ ନେଇ ନିଲମ୍ବିତ ହୋଇଛନ୍ତି…

ଆସୁଛନ୍ତି ଟିମ୍‌ ୨୬, ସାବାଡ୍‌ କରିବେ ଛିନ୍‌ତାଇ ଓ ଲୁଟେରାଙ୍କୁ

ଭୁବନେଶ୍ୱର : ଏବେ ସାବାଡ ହେବେ ଛିନତାଇ, ଲୁଟ୍‌ ଓ ଡକାୟତି ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀ । ଲୁଟେରାଙ୍କ ପାଖରେ ପହଁଚିବାକୁ ସ୍ପେଶାଲ ୨୬ ଟିମ୍‌ ଗଠନ କରିଛି କମିଶନରେଟ ପୋଲିସ । ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଛିନତାଇ, ଲୁଟ ଏବଂ ଡାକୟତି ଭଳି ଅଘଟଣ ଅଧିକ ପରିମାଣରେ ଘଟୁଥିବାରୁ…

ଭୁବନେଶ୍ୱର ରାସ୍ତାରୁ ହଟିବ ପୁରୁଣା ଗାଡ଼ି: ଟ୍ରାଫିକ ସମସ୍ୟା ଉପୁଜିବା ପରେ ନିଷ୍ପତ୍ତି ନେଲା ପୋଲିସ୍

ଭୁବନେଶ୍ବର: ରାଜଧାନୀ ରାସ୍ତାରୁ ହଟିବ ପୁରୁଣା ଗାଡ଼ି। ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଉପୁଜିବା ପରେ ଏଭଳି ନିଷ୍ପତ୍ତି ନେଇଛି ପୋଲିସ। ଦୀର୍ଘଦିନ ଧରି ରାସ୍ତା କଡ଼ରେ ଠିଆ ହୋଇଥିବା ପୁରୁଣାଗାଡ଼ିକୁ ହଟାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଗାଡ଼ି ହଟାଇବାକୁ ପ୍ରଥମେ ମାଲିକଙ୍କୁ ଯୋଗାଯୋଗ କରାଯିବ…

କମିଶନରେଟ୍‌ ପୋଲିସ ଆଗରେ ସତ ମାନିଲେ ଆକାଶ ପାଠକ, କହିଲେ ‘ମୁଁ ଟାଟା ମୋଟର୍ସର ଏମ୍‌ଡି ନୁହଁ’

ଭୁବନେଶ୍ବର: ସତ ମାନିଲେ ଆକାଶ ପାଠକ । ସ୍କାଏ କିଙ୍ଗ ଠକେଇ ମାମଲାରେ ରିମାଣ୍ଡରେ ଥିବା ଆକାଶ ପାଠକ କମିଶନରେଟ୍‌ ପୋଲିସ ଆଗରେ ସତ ମାନିଛନ୍ତି । କହିଛନ୍ତି, ସେ ଟାଟା ମୋଟର୍ସର ଏମ୍‌ଡି ନୁହନ୍ତି । ଟଙ୍କା ଟ୍ରାଞ୍ଜାକ୍ସନ ନେଇ ମଧ୍ୟ ସତ ମାନିଛି ଆକାଶ । କେବେ କେଉଁ ହୋଟେଲ ଓ ଫ୍ଲାଇଟ୍‌…