ସଚେତନତା ପାଇଁ ମାଗଣା ହେଲମେଟ୍ ବାଣ୍ଟିଲା କମିଶନରେଟ୍ ପୋଲିସ୍
ଭୁବନେଶ୍ୱର (କେ ନ୍ୟୁଜ୍) : କମିଶନରେଟ ପୋଲିସର ଅଭିନବ ଉପାୟରେ ଟ୍ରାଫିକ୍ ସଚେତନତା କାଯ୍ୟର୍କ୍ରମ । ହେଲମେଟ ନ ପିନ୍ଧି ବାଇକ୍ ଚଳାଉଥିବା ଚାଳକଙ୍କୁ ମାଗଣାରେ ହେଲମେଟ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ୍ ଥାନା ନିକଟରେ କମିଶନରେଟ ପୋଲିସ ପକ୍ଷରୁ ଏଭଳି କାଯ୍ୟର୍କ୍ରମ ଅନୁଷ୍ଠିତ…