Browsing Tag

commissionerate police new yojana aposh

କମିଶନରେଟ୍‌ ପୋଲିସର ନୂଆ ଯୋଜନା ‘ଆପୋସ’ : ଡ୍ରଗ୍ସ କାରବାର,ଛୋଟ ଅପରାଧ କମାଇବା ଯୋଜନାର ଲକ୍ଷ୍ୟ

ଭୁବନେଶ୍ବର(କେନ୍ୟୁଜ୍) : କମିଶନରେଟ ପୋଲିସର ନୂଆ ଯୋଜନା- ଆପୋସ । ଆସନ୍ତାକାଲି ଏହି ଯୋଜନାର ଶୁଭାରମ୍ଭ ହେବ । ଯୋଜନାର ଲକ୍ଷ୍ୟ ବସ୍ତିରେ ଅପରାଧ ରୋକିବା । ଟାର୍ଗେଟରେ ବସ୍ତିର ଯୁବପିଢ଼ୀ । ସେମାନଙ୍କୁ ନେଇ ବସ୍ତିରେ ବିଭିନ୍ନ ସଚେତନତା କାଯ୍ୟର୍କ୍ରମ କରାଯିବ । ବସ୍ତିରେ ଚାଲିଥିବା ଡ୍ରଗ୍ସ…