Browsing Tag

commit suicide

ଶେଷ ହାତଲେଖା ଚିଠିରେ ଏମିତି ଲେଖିଲେ ମହିଳା: ଆଉ ସହି ହେଉନି, ମୋ ଝିଅ ସମସ୍ତଙ୍କୁ ଲାଗିଲା

ସୋର(କେନ୍ୟୁଜ୍): ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କଲେ ମହିଳା । ସୁଇସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ ।ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମର ସଞ୍ଜୟ ରାଉଳଙ୍କର ସ୍ତ୍ରୀ ମିନାକ୍ଷୀ ବିଶ୍ବାଳ। ୮ ବର୍ଷ ତଳେ ଖନ୍ତାପଡା ଅଞ୍ଚଳରେ ବିଭାଘର ହୋଇଥିଲା । ୬ବର୍ଷର ଏକମାତ୍ର…

ଜମିଜମା ବିବାଦକୁ କେନ୍ଦ୍ରକରି ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିଷ ପିଇଲେ ଯୁବକ

ବାସୁଦେବପୁର (କେନ୍ୟୁଜ):ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆର୍ତ୍ତୁଂ ପଞ୍ଚାୟତ ଆର୍ତ୍ତୁଂ ଗ୍ରାମର ବୃନ୍ଦାବନ ଦାସଙ୍କ ପରିବାର ଓ ପଡୋଶୀଙ୍କ ମଧ୍ୟରେ ଜମିଜମାକୁ ନେଇ ଗଣ୍ତଗୋଳ ଲାଗିଆସୁଥିଲା । ଭଦ୍ରଲୋକଙ୍କ ନିଷ୍ପତି ଅନୁଯାଇ ଉଭୟ ପରିବାରର ସରକାରି ମାପ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।…

୯ ବର୍ଷ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ମାମୁଁ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁରେ ଅଭାବନୀୟ ଘଟଣା । ବେକରେ ଲୁଗା ଲଗାଇ ୯ ବର୍ଷର ନାବାଳିକାଙ୍କ ଆତ୍ମହତ୍ୟା । ତେବେ ନାବାଳିକାଙ୍କ ବାପା ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ମାମୁଁ ଘର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ନାତୁଣୀର…

ଭଡାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ): ଯାଜପୁର ରୋଡ଼ ଥାନା ଦଳା ଗ୍ରାମ ଶିବ ମନ୍ଦିର ନିକଟରେ ନବ ଦମ୍ପତିଙ୍କ ଆତ୍ମହତ୍ୟା। ଏକ ଭଡ଼ା ଘରେ ଗୋଟିଏ ଫ୍ୟାନରେ ବେକରେ ରଶି ଲଗାଇ ଉଭୟେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ମୃତକ ବାଲେଶ୍ଵର ଜିଲ୍ଲା ସଦର ଥାନା ଫୁଲଓ୍ବାର କସବା…

ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀର ମୃତ, ସ୍ୱାମୀ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଚାଞ୍ଚଲ୍ୟ। ଆପାର୍ଟମେଣ୍ଟରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀର ଅବସ୍ଥା ଗମ୍ଭୀର ରହିଛି। ସିଦ୍ଧିବିନାୟକ ଆପାର୍ଟମେଣ୍ଟରେ ଘଟିଛି ଅଘଟଣ। ପୁଅଝିଅ ସ୍କୁଲ ଯାଇଥିବା ବେଳେ ଫ୍ୟାନରେ ଓଢଣୀ ଲଗାଇ…

ଯାଜପୁର ଯୋକଡିଆ ବ୍ରିଜ୍‌ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡ଼ିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁଲେ ଛାତ୍ରୀ। ଡେଇଁବାର କାରଣ ସ୍ପଷ୍ଟ ହୋଇନାହିଁ । ବ୍ରିଜ୍ ଉପରୁ ଛାତ୍ରୀଙ୍କ ସାଇକେଲ ଓ ଚପଲ ଉଦ୍ଧାର ହୋଇଛି। ସେପଟେ ନଦୀ ଭିତରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି…

ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ବଡ଼ ଟୁଇଷ୍ଟ, ତ୍ରିକୋଣୀୟ ପ୍ରେମ ପାଇଁ ହାରିଲେ ଜୀବନ!

ଭୁବନେଶ୍ୱର(କେନ୍ୟୁଜ୍): ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ବଡ଼ ଟୁଇଷ୍ଟ । ତ୍ରିକୋଣୀୟ ପ୍ରେମ ପାଇଁ ଜୀବନ ହାରିଥିଲେ ଆଶ୍ରିତା। ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାସଙ୍କୁ ଗିରଫ କରି ପଚରା ଉଚରା କରୁଛି ପୋଲିସ୍ । ଆଜି ତାଙ୍କୁ କୋର୍ଟ ଚାଲାଣ କରିବ ପୋଲିସ୍ । ଆଶ୍ରିତାଙ୍କୁ ୪…

ପ୍ରେମ ବ୍ୟାପାରକୁ ନେଇ ଆଶ୍ରିତା କରିଛନ୍ତି ଆତ୍ମହତ୍ୟା! ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ, ମିଳିଛି ସୁଇସାଇଡ୍‌ ନୋଟ୍‌

ଭୁବନେଶ୍ୱର(କେନ୍ୟୁଜ୍): କାହିିଁକି ଜୀବନ ହାରିଲେ ଆଶ୍ରିତା? ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସର ଖୋଳତାଡ । ସିଲ୍‌ ଥିବା ଘରକୁ ଖୋଲି ତଦନ୍ତ କରୁଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ସହିଦନଗର ଥାନା ପୋଲିସ ପହଞ୍ଚି ସରଜମିନ…

ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା, ରାଉରକେଲା ବାସନ୍ତୀ କଲୋନୀ ଘରୁ ମିଳିଲା ଝୁଲନ୍ତା ମୃତଦେହ

ରାଉରକେଲା(କେନ୍ୟୁଜ୍): ଅଭିନେତ୍ରୀ ରଶ୍ମିରେଖାଙ୍କ ବୟଫ୍ରେଣ୍ଡଙ୍କ ଆତ୍ମହତ୍ୟା। ରାଉରକେଲା ବାସନ୍ତୀ କଲୋନୀ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଉଦିତ୍‌ ନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ଜୁନ୍‌ ୧୯ରେ ରଶ୍ମିରେଖା ଭୁବନେଶ୍ୱର…

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ୩ ସିନିୟର ଚିହ୍ନଟ, ଦୁଇ ଦିନରେ ୧୦୦ରୁ ଅଧିକ ବୟାନ ରେକର୍ଡ କଲାଣି ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ୩ ସିନିୟର ଚିହ୍ନଟ। ସମସ୍ତେ +୩ ଶେଷ ବର୍ଷ ଛାତ୍ରୀ। ରୁଚିକା ଆତ୍ମହତ୍ୟା ମାମଲାରେ ପୋଲିସ୍ ୨ ଦିନରେ ୧୦୦ରୁ ଅଧିକ ବୟାନ ରେକର୍ଡ କଲାଣି । ସିନିୟରମାନେ ରୁଚିକାଙ୍କୁ କେଉଁ ପ୍ରକାର…

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ଜନ୍ମମାଟି ଆଠଗଡ଼ କଖଡିରେ ସମ୍ପନ୍ନ ହେଲା ଶେଷକୃତ୍ୟ

ଆଠଗଡ଼(କେନ୍ୟୁଜ୍): ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ଜନ୍ମମାଟି ଆଠଗଡ଼ କଖଡିରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ ।ଗତକାଲି ମୃତଶରୀରକୁ ଜନ୍ମମାଟି ଆଠଗଡ଼ କଖଡି ଗ୍ରାମକୁ ଅଣାଯାଇଥିଲା । ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଶରୀରକୁ ବିଳମ୍ବିତ ରାତିରେ ସଂସ୍କାର କରାଯାଇଥିବା…

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପଛରେ ‘ର‍୍ୟାଗିଂ’, ୩ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି…

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ର‍୍ୟାଗିଂ। ରୁଚିକାଙ୍କ ଝୁଲନ୍ତା ମୃତଦେହ ମିଳିବା ସହ ସୁଇସାଇଡ୍‌ ନୋଟ୍‌ ଜବତ ହେବା ପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା। ପରିବାରଲୋକେ ଧାରଣାରେ ବସିଥିଲେ। ସେପଟେ…