Browsing Tag

commits suicide

ଶାଶୂଘର ନିର୍ଯାତନା ସହିନପାରି ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର(କେନ୍ୟୁଜ୍): ଶାଶୂଘର ନିର୍ଯାତନା ଯୋଗୁ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରେ ଏଭଳି ଘଟଣା ଘଟିଛି । ମୃତ ମହିଳା ହେଲେ ନିଆଳିର ପ୍ରଜ୍ଞା ପରମିତା ସ୍ୱାଇଁ । ତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିବାରୁ ଆତ୍ମହତ୍ୟା କରିଥିବା ମହିଳାଙ୍କ…

ଯୁବକଙ୍କ ମୃତଦେହ ମିଳିଲା ପଟିଆ ଷ୍ଟେସନ୍‌ ଟ୍ରେନ୍‌ ଲାଇନ୍‌ରୁ: ପରିବାର ଲୋକେ କହୁଛନ୍ତି, କିଏ ମାରି ଦେଇଛି

ଭୁବନେଶ୍ୱର (କେନ୍ୟୁଜ୍‌) : ଟ୍ରେନ ଲାଇନ୍‌ରୁ ଉଦ୍ଧାର ହେଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ । ଜବତ କଲା ଜିଆରପି ପୋଲିସ । ଏକ ପ୍ରମୁଖ ଘରୋଇ ଚ୍ୟାନେଲରେ କାମ କରୁଥିବା ଯୁବକଙ୍କ ଆଇକାର୍ଡ଼ରୁ ପୋଲିସ୍‌ ତାଙ୍କ ପରିଚୟ ଜାଣି ପାରିଛି । ମୃତ ଯୁବକଙ୍କ ନାଁ ପାର୍ଥ ନାରାୟଣ ଦାସ । ତାଙ୍କ ଘର…

ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ଆତ୍ମହତ୍ଯା, ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ

ଭୁବନେଶ୍ବର(କେନ୍ୟୁଜ): ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଆତ୍ମହତ୍ଯା । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ୍। ମୃତଦେହ ନିକଟରୁ ଜବତ ହୋଇଛି ସୁଇସାଇଡ଼ ନୋଟ୍। ଯେଉଁଥିରେ ଲେଖାଅଛି ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି ।…

ସାବିତ୍ରୀ ପାଇଁ ବିଦେଶରୁ ଆସିଥିଲେ ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କଲେ ଆତ୍ମହତ୍ୟା

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଅଘଟଣ। ସ୍ତ୍ରୀର ପ୍ରେମ ସମ୍ପର୍କ ସହିନପାରି ସ୍ୱାମୀର ଆତ୍ମହତ୍ୟା। ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ସରଖିଆ ଗ୍ରାମର କାମଦେବ ଷେଣ୍ଢ ସେ ଦୀର୍ଘ ଦେଢ଼ ବର୍ଷ ହେଲା ଦୁବାଇରେ କାମକରୁଥିଲେ। ତାର…

ପାରିବାରିକ କଳହକୁ ନେଇ ମାନସିକ ଭାରସାମ୍ୟ ହରାଇଲେ ପ୍ରେମିକ, ପ୍ରେମିକା ଘର ଭିତରେ ପଶି କଲେ ଆତ୍ମହତ୍ୟା

ବ୍ରହ୍ମଗିରି(କେନ୍ୟୁଜ୍‌): ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା। ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ । ବ୍ରହ୍ମଗିରି ସାହୁପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ସେହି ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ। ସୂର୍ଯ୍ୟକାନ୍ତ ନିଜ ଘର ପାଖ ଜଣେ ଝିଅକୁ ଭଲ ପାଉଥିଲେ।…

ମୁହଁରେ ବ୍ରଣ ଦାଗ ଯୋଗୁ ୮ ଟି ଜାଗାରେ ଭାଙ୍ଗିଲା ବାହାଘର, ଚିନ୍ତାରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବତୀ

ଉତ୍ତର ପ୍ରଦେଶ: ବ୍ରଣ ଯୋଗୁ ଜୀବନ ହାରିଲେ ଯୁବତୀ। ମୁହଁରେ ବ୍ରଣ ଦାଗ ଥିବା ଯୋଗୁ ଚିନ୍ତାରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଯୁବତୀ। ଶୁଣିବାକୁ ବିଶ୍ୱାସ ଯୋଗ୍ୟ ଲାଗୁନଥିଲେ ବି ଏହା ସତ। ଉତ୍ତର ପ୍ରଦେଶର ବାନ୍ଦ୍ରା ଜିଲ୍ଲାର ଜଣେ ଯୁବତୀ କେବଳ ଏଇଥିପାଇଁ ଜୀବନ ଦେଇ ଦେଲେ କାରଣ ତାଙ୍କ…

ଲଭ ଆଉ ଧୋକାକୁ ନେଇ ଯୁବକଙ୍କ ଆତ୍ମହତ୍ୟା ଘଟଣା: କିଏ ସେହି ଝିଅ ? ମିଳୁନି ପରିଚୟ

ଖୋର୍ଦ୍ଧା (କେନ୍ୟୁଜ): ପୁଣିଥରେ ଆଉ ଏକ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଲେ । ତିନିମାସ ତଳେ ଭୁବନେଶ୍ୱରରେ ସୋମ୍ୟରଞ୍ଜନ ନାମକ ଯୁବକ ଲଭ ପାଇଁ ଜୀବନ ହରିଥିଲେ ଆଉ କାଲି ଆଉ ଜଣେ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଛନ୍ତି । ଖୋର୍ଦ୍ଧା ଧଉଳିମୁହଁ ଷ୍ଟେସନ ନିକଟରେ ଗତ କାଲି ଏକ ଯୁବକ ଲଭ ଆଉ…

ସ୍ତ୍ରୀ ବାପ ଘରୁ ନ ଆସିବାରୁ ଆତ୍ମହତ୍ୟା କଲା ସ୍ୱାମୀ, ୨ ମାସ ତଳେ ହୋଇଥିଲା ବିବାହ

ଉତ୍ତର ପ୍ରଦେଶ : ଶ୍ୱଶୁର ଘରୁ ସ୍ତ୍ରୀ ନ ଫେରିବାକୁ ଆତ୍ମହତ୍ୟା କଲା ସ୍ୱାମୀ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅଲିଗଡ଼ର ଖେର କୋତବାଲୀ ଅଞ୍ଚଳର ଗାଁ ଲୋହାଗଡ଼ରେ। ଏଠାରେ ମାର୍ଚ୍ଚ ୧୮ରେ ଜଣେ ଯୁବକଙ୍କ ବିବାହ ହୋଇଥିଲା। ବିବାହ ପରେ ନବବିବାହିତା ପତ୍ନୀ ତାଙ୍କ ବାପ…

ଥାନାରେ ଅଟକ ଘଟଣାକୁ ନେଇ ଚରମ ନିଷ୍ପତ୍ତି ଦେଲେ ଯୁବତୀ, କୀଟନାଶକ ପିଇ କଲେ ଆତ୍ମହତ୍ୟା !

ନବରଙ୍ଗପୁର(କେନ୍ୟୁଜ୍): ଥାନାରେ ଅଟକ ଘଟଣା ନେଇ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଅଞ୍ଚଳରେ ଏହି ଘଟଣା ଘଟିଛି। ଗତ ଗୁରୁବାର ରାତିରେ ଦୁଇ ଯୁବତୀଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏହି ଘଟଣା ପରେ ଜଣେ ଯୁବତୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ…

ଶଳା ବାହାଘର ପାଇଁ ଛୁଟି ନ ମିଳିବାରୁ ଟ୍ରେନ୍‌ ଆଗରେ ଶୋଇଗଲେ ଯୁବକ, ଖଣ୍ଡ ବିଖଣ୍ଡିତ ଅବସ୍ଥାରେ କହିଲେ ମନ କଥା

ଶଳାର ବିବାହ ପାଇଁ ଛୁଟି ନ ମିଳିବାରୁ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କଲେ ଯୁବକ। ଉତ୍ତର ପ୍ରଦେଶର କାନପୁରରେ ଜଣେ ରେଳ ବିଭାଗର କର୍ମଚାରୀ ଟ୍ରେନରେ କଟି ନିଜ ଜୀବନ ହରାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଶରୀରର ଅଧା ଅଂଶ କଟିବାର କିଛି ସମୟ ପର୍ଯ୍ୟନ୍ତ ବି କର୍ମଚାରୀ ଆଦୌ ବିଚଳିତ…

ପିପିଲି ନିର୍ମଳା ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ପିପିଲି(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ଗଳାକାଟି ସ୍ୱାମୀର ଆତ୍ମହତ୍ୟା। ପିପିଲି ତେଇଶପୁର ପଞ୍ଚାୟତ ନିର୍ମଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା…

ତୁମେ ଚାଲିଗଲ ମୁଁ ଆଉ କାହିଁକି ବଞ୍ଚିବି : ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା

କଳାହାଣ୍ଡି(କେନ୍ଯୁଜ୍): ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା । ସ୍ତ୍ରୀର ମୃତ୍ୟୁକୁ ସହିନପାରି ଜଳନ୍ତା ଜୁଇକୁ ଡେଇଁ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଯୋଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଚିତ୍ର । ମୃତକ ସ୍ୱାମୀ…