Browsing Tag

committed suicide

ହୃଦୟ ବିଦାରକ: ୩ ନିରୀହ ଛୁଆଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କଲା ମା’, ପୋଲିସ ଜବତ କଲା ୪ ମୃତଦେହ

ମଧ୍ୟ ପ୍ରଦେଶର ଟିକାମଗଡ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୁହାରା ଗାଁର ଜଣେ ମହିଳା ନିଜର ୩ ନିରୀହ ପିଲାଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ପାରିବାରିକ ବିବାଦ କାରଣରୁ ଏହି ଘଟଣା ଘଟିଛି। ପୋଲିସ କୂଅ ଭିତରୁ ୪ ମୃତଦେହକୁ ଜବତ କରି…

‘ମୋତେ ମୋ ଝିଅ ଦରକାର, ନଚେତ ଏଇଠି ଜୀବନ ହାରିବି’ କହି ଏସପି ଅଫିସରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

କେନ୍ଦୁଝର (କେନ୍ୟୁଜ): ଜୁନ ୨ ତାରିଖ ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଖୋଜ ହେବା ଘଟଣାରେ ମା ଥାନାର ଦ୍ଵାରସ୍ତ ହୋଇଥିଲେ । ଥାନା ରୁ କୌଣସି ସୁଫଳ ନପାଇବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇ ଥିଲେ ।…

ଅଭାବ ଅନଟନ ନେଇଗଲା ପୂରା ପରିବାରର ଜୀବନ, ସାମୂହିକ ଆତ୍ମହତ୍ୟା କଲେ ୫ ସଦସ୍ୟ…ସାରା ରାତି ଝୁଲି ରହିଲା ମୃତଦେହ

ବିହାରର ସମସ୍ତିପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାରର ୫ ଜଣ ସଦସ୍ୟ ବେକରେ ଦଉଡ଼ି ଦେଇ ସାମୂହିକ ଆତ୍ମହତ୍ୟା କରିଛନ୍ତି। ରବିବାର ସକାଳେ ଘରୁ ୫ ଜଣଙ୍କ ମୃତଦେହ ଜବତ ହେବା ପରେ ପୂରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣା…

ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୁଣି ଶୋକର ଛାୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷୀୟା ମଡେଲ ସରସ୍ୱତୀଙ୍କ ମୃତଦେହ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ହତ୍ୟା ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ପୁଣି ଏକ ଦୁଃଖଦ ଖବର। ଏଠାରେ ଗତ ୩ ସପ୍ତାହ ମଧ୍ୟରେ ୩ ମଡେଲଙ୍କ ମୃତ୍ୟୁର ରହସ୍ୟ ଉପରୁ ଇତି ମଧ୍ୟରେ ପରଦା ଉଠି ନଥିବା ବେଳେ ଏବେ କୋଲକାତାରୁ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଷ୍ଟ୍ରଗଲିଂ…

୨୧ ବର୍ଷୀୟା ବଙ୍ଗାଳୀ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ବଙ୍ଗାଳୀ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମ୍‌ଦାରଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖଦ ଖବର। ୨୧ ବର୍ଷୀୟା ବିଦିଶା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ବଙ୍ଗାଳୀ ଏଣ୍ଟରଟେନମେଣ୍ଟ…

୨୦ ବର୍ଷ ବୟସରେ ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ; ନିଜେ ରହୁଥିବା ଫ୍ଲାଟ୍‌ରେ ଦେଇଦେଲେ ରଶି

ବଙ୍ଗାଳୀ ଟେଲିଭିଜନ ଇଣ୍ଡଷ୍ଟ୍ରୀରୁ ରବିବାର ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ସିରିଏଲ୍‌ ‘ମୋନ୍‌ ମାନେ ନା’ର ଲିଡ୍‌ ଅଭିନେତ୍ରୀ ପଲ୍ଲବୀ ଦେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋଲକାତାର ଗରଫାରେ ଥିବା ଫ୍ଲାଟ୍‌ରୁ…

ଥାନା ବାହାରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ବାହାରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ…

ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ, ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ଜବତ

ଭୁବନେଶ୍ୱର(କେନ୍ଯୁଜ୍): ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ। ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ। ଯୁବକଙ୍କୁ ନିଜ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍। ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ।…

ପୋଲ ଉପରୁ କେନାଲକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭଞ୍ଜନଗର(କେନ୍ଯୁଜ୍): ପୋଲ ଉପରୁ କେନାଲକୁ ଡେଇଁ ଯୁବକର ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଆସିକା ସହର ନିକଟ , କଇଁଫୁଲିଆ ପୋଲ ନିକଟରେ ଘଟିଛି ଏଭଳି ଅଘଟଣ । ମୃତ ଯୁବକ ଜଣଙ୍କ ଆସିକା ଚିନିଶିଳ୍ପ ନୂଆଗାଁ ର ନିହାର ରଞ୍ଜନ ନାୟକ । ଗତକାଲି ଏନେଇ ଖବର ପାଇବା ପରେ ଆସିକା ଥାନା ପୋଲିସ , ଘଟଣା…

ଦିନକ ପୂର୍ବରୁ ହୋଇଥିଲେ ଫାଷ୍ଟ ଡିଭିଜନ ପାସ୍‌, ହେଲେ ପରଦିନ ମା’, ବାପାଙ୍କ ପାଇଁ ଭାବବିହ୍ଵଳ କଥା ଲେଖି ବେକରେ ଲଗାଇ…

ରାଜସ୍ଥାନର ଚୁରୁରେ ଗୋଟିଏ ଦିନ ପୂର୍ବରୁ ଫାଷ୍ଟ ଡିଭିଜନରେ ପାସ୍ କରିଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ B.Sc ନର୍ସିଂ ତୃତୀୟ ବର୍ଷର ଛାତ୍ରୀ ଥିଲେ ଏବଂ ଧର୍ମସ୍ତପ ନିକଟରେ ଏକ ଭଡା ଘରେ ରହୁଥିଲେ। ପ୍ରିୟଙ୍କା କଟେଭା ନାମ୍ନୀ ଏହି ଛାତ୍ରୀଙ୍କ ବୟସ ମାତ୍ର ୨୨ ବର୍ଷ ଥିଲା | ତେବେ…

କୋଭିଡରେ ସ୍ୱାମୀଙ୍କ ମୃତ୍ଯୁକୁ ସହଜରେ ଗ୍ରହଣ କରିପାରିଲେନି ସ୍ତ୍ରୀ, ଶେଷରେ ହୃଦଘାତରେ ଛାଡିଗଲା ପ୍ରାଣ

ନୟାଗଡ଼: ସ୍ୱାମୀଙ୍କ କୋଭିଡରେ ମୃତ୍ଯୁ ପରେ ହୃଦଘାତରେ ଚାଲିଗଲେ ସ୍ତ୍ରୀ। ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଟାଙ୍ଗିସାହି ପାଟଣାର ଦିଲୀପ ପାତ୍ର। ଯିଲ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁରିଥିଲେ । କଲେଜ ପଢିବା ସମୟରୁ ଇଟାମାଟି ସୁଜାତା ପତ୍ରଙ୍କୁ ଭଲ ପାଇ ବସିଥିଲେ । ଘର…

ସହିପାରିଲାନି ମା’ ଗାଳି: ବେକରେ ଓଢଣି ଲଗାଇ ଆତ୍ମହତ୍ୟା କଲା ୧୦ ବର୍ଷ ଝିଅର

ଉଦଳା: ମାଆ ଗାଳି ଦେଲେ ବୋଲି ୧୦ ବର୍ଷ ଝିଅର ଆତ୍ମହତ୍ୟା। ମୟୂରଭଂଜ ଜିଲ୍ଲା ଉଦଳାର ଅଙ୍ଗାରପଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପିଗିବ୍ୟାଙ୍କ ଭାଙ୍ଗି ଟଙ୍କା ବାହାର କରିଥିବାରୁ ଝିଅ ପୁଷ୍ପାଞ୍ଜଳିକୁ ଗାଳି କରିଥିଲେ ମାଆ। ଏହାପରେ ମାଆ ଅନ୍ୟକାମରେ ବ୍ୟସ୍ତ ଥିବା ସମୟରେ ଝିଅ ଶୋଇବା…