ଏବେ ଗୋଟିଏ ଚାର୍ଜରରେ ଚାର୍ଜ ହେବ ସବୁ କମ୍ପାନୀର ସ୍ମାର୍ଟଫୋନ, ୟୁରୋପୀୟ ୟୁନିୟନ କଲା ଅପିଲ
ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଭିନ୍ନ ଭିନ୍ନ ମୋବାଇଲ ପାଇଁ ଭିନ୍ନ ଭିନ୍ନ ଚାର୍ଜରକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଖୁସି ଖବର । କାରଣ ଆଗକୁ ପ୍ରାୟ ସମସ୍ତ ସ୍ମାର୍ଟଫୋନ କମ୍ପାନୀ ଏକାଭଳି ଚାର୍ଜର ଆଣିବା ପାଇଁ ଯୋଜନା କରୁଛନ୍ତି…