Browsing Tag

company

ବିଜନେସ ସାର୍କ ହେବାକୁ ଚାହୁଁଛନ୍ତି ଯଦି ଆଗ ଜାଣି ନିଅନ୍ତୁ ଫ୍ୟାକ୍ଟ୍ରି, ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ଭିତରର ଫରକ୍

କିଛି ଶବ୍ଦ ଆପଣ ଭଲ ଭାବରେ ଜାଣିଥାନ୍ତି । କିନ୍ତୁ ତା’ ବିଷୟରେ ପଚାରିଲେ ହୁଏତ ଗୋଟିଏ ଧାଡ଼ି କହିବା ମୁସ୍କିଲ ହୋଇଥାଏ । ଯେମିତିକି ଆପଣଙ୍କୁ ଯଦି ପଚରା ଯାଏ ଇଣ୍ଡଷ୍ଟ୍ରୀ ଏବଂ କମ୍ପାନୀ ମଧ୍ୟରେ ଫରକ୍ କ’ଣ । ବହୁତ୍ କମ୍ ଲୋକ ଅଛନ୍ତି ଯିଏ ସହଜରେ ଅନ୍ୟଙ୍କୁ ବୁଝାଇ ପାରିବେ ଏହା ଭିତରେ ଥିବା…

ଚଳିତବର୍ଷ ମିଳିବ ଭଲ ଇନ୍‌କ୍ରିମେଣ୍ଟ ! ୯୨ ପ୍ରତିଶତ କମ୍ପାନୀ ଦରମା ବଢ଼ାଇବା ପାଇଁ କରୁଛନ୍ତି ପ୍ରସ୍ତୁତି

ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏକ ସର୍ଭେ ମୁତାବକ, ଚଳିତବର୍ଷ ୯୨ ପ୍ରତିଶତ କମ୍ପାନୀ ନିଜ କର୍ମଚାରୀଙ୍କୁ ବେତନରେ ଇନ୍‌କ୍ରିମେଣ୍ଟ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଡେଲୟଟ୍‌ ଦ୍ୱାରା କରାଯାଇଥିବା ଏହି ସର୍ବେକ୍ଷଣରେ ସାମିଲ କମ୍ପାନୀଗୁଡ଼ିକ ମଧ୍ୟରୁ ୯୨ ପ୍ରତିଶତ ବେତନ ବଢ଼ାଇବା…

ନୂଆବର୍ଷ ପୂର୍ବରୁ ସବୁ କାର କମ୍ପାନୀ ଦେଉଛନ୍ତି ଦମଦାର ଅଫର, ଦାମ ବଢିବା ଆଗରୁ କିଣି ଦିଅନ୍ତୁ ନିଜ ପସନ୍ଦର ଗାଡି

ବିଭିନ୍ନ ଯାନବାହନ କମ୍ପାନୀ ଆସନ୍ତା ୨୦୨୦ ବର୍ଷ ଜାନୁଆରୀ ମାସରୁ ନିଜ କାର ଗୁଡିକର ଦର କମାଇବାକୁ ଘୋଷଣା କରି ସାରିଛନ୍ତି । ତେଣୁ ୨୦୧୯ ମସିହାର ଶେଷ ମାସ ଶେଷ ହେବା ପୂର୍ବରୁ ଗାଡି କିଣିଦେବା ବୁଦ୍ଧିମତାର ବିଷୟ ନିଶ୍ଚିତ । ବିଭିନ୍ନ କାର କମ୍ପାନୀ ସୁଜୁକି, ହ୍ୟୁନଡାଇ, ମହିନ୍ଦ୍ରା,…

କୋକାକୋଲା କମ୍ପାନୀର ଭିନ୍ନ ପ୍ରୟାସ, ଆବର୍ଜନାରୁ ପ୍ରସ୍ତୁତ କଲା ଗ୍ରୀନ ବୋତଲ

ପୃଥିବୀକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ କୋକାକୋଲା କମ୍ପାନି ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରିଛନ୍ତି | ମୃଦ୍ୟୁ ପାନୀୟ ପ୍ରସ୍ତୁତକାରୀ  ଏହି କମ୍ପାନୀ ସମୁଦ୍ରରୁ ବାହାର କରାଯାଇଥିବା ପ୍ଲାଷ୍ଟିକକୁ ଉପଯୋଗ କରି ଏକ ଗ୍ରୀନ ବୋତଲ ତିଆରି କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ରିସାଇକଳ…

ରାଉରକେଲା: ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଦିନ ଦ୍ୱିପ୍ରହରରେ ଲୁଟ୍‌ । ଘରୋଇ କମ୍ପାନୀ କର୍ମଚାରୀଙ୍କ ଠାରୁ ସାଢେ ୬ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି ଦୁଇ ଦୁର୍ବୃତ୍ତ । ରଘୁନାଥପଲ୍ଲୀ ଥାନା ସିଭିଲ ଟାଉନ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସାମଲ ବ୍ରଦର୍ସରେ କାମ କରୁଥିବା ଜଣେ କର୍ମଚାରୀ ଲେବର ପେମେଣ୍ଟ ପାଇଁ…

ପ୍ରଥମଥର ପାଇଁ ବେଙ୍ଗାଲୁରୁରେ ଖୋଲିବାକୁ ଯାଉଛି ୨ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ, ଭାରତ ପାଇଁ ଦେବ ଅନେକ ଫାଇଦା

ବେଙ୍ଗାଲୁରୁ: ଭାରତରେ ପ୍ରଥମ କରି ବେଙ୍ଗାଲୁରୁରେ ଡ୍ରୋନ ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବାକୁ ଯାଉଛି। ଭାରତୀୟ ସିଭିଲ ଆଭିଏସନ୍ ରେଗୁଲେଟର (ଡିଜିସିଏ) ବେଙ୍ଗାଲୁରୁରେ ଏହି ଷ୍ଟାଟ୍‌ଅପ୍‌ କମ୍ପାନୀ ଖୋଲିବା ପାଇଁ ସ୍ୱୀକୃତି ପ୍ରଦାନ କରିଛି । ବେଙ୍ଗାଲୁରୁରେ ଅତ୍ୟାଧୁନିକ ଜ୍ଞାନ କୈାଶଳରେ…

କଣ ଜିଓ ଟାଗିଂ? ଏବେ କମ୍ପାନୀଗୁଡିକ ଖୁବ ଶୀଘ୍ର କରିବେ ଜିଓ ଟାଗିଂ

ନୂଆଦିଲ୍ଲୀ : କଂପାନୀଗୁଡିକ ଖୁବ ଶୀଘ୍ର ସେମାନଙ୍କ ପଂଜିକୃତ ଅଫିସ୍‌କୁ କଂପାନୀ ରେଜିଷ୍ଟ୍ରାର ନିକଟରେ ଜିଓ ଟାଗିଂ କରିବେ । ଗୋଟିଏ ସ୍ଥାନରେ ଥିବା ସେଲ୍‌ କଂପାନୀଗୁଡିକୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି । ଛତୁ ଫୁଟିଲା ଭଳି ଗଢି ଉଠୁଥିବା ସେଲ୍‌ କଂପାନୀକୁ ମୂଳରୁ…