Browsing Tag

company pay penalty

ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ ରାସ୍ତା ନିର୍ମାଣ କରିଥିବା କମ୍ପାନୀ ଦେବ ଜରିମାନା, ବଦଳିଗଲା ଏହି ନିୟମ

ଦେଶର ସଡକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁଯାୟୀ ଏବେ ଯଦି ସଡକ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ତେବେ ରାସ୍ତା ନିର୍ମାଣ କରିଥିବା କମ୍ପାନୀକୁ ଦୋଷୀ ବୋଲି ଗ୍ରହଣ କରାଯିବ। ଏହାସହିତ ରାସ୍ତା ନିର୍ମାଣ କରିଥିବା କମ୍ପାନୀ…