Browsing Tag

company seized

ଯାଜପୁରରେ ନକଲି ଅଟା କାରଖାନା ଠାବ, ଜରି,ମେସିନ,ଗହମ ଆଦି ଅନ୍ୟାନ୍ୟ ସାମଗ୍ରୀକୁ ଜବତ କଲା ପୋଲିସ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରରେ ନକଲି ଅଟା କାରଖାନାକୁ ଠାବ କଲା ପୋଲିସ । ସେଠାରୁ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ଅଟା ତିଆରି ଜରି,ମେସିନ,ଗହମ ଆଦି ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଏହି ଘଟଣାରେ ଯାଜପୁର ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେଶବ ଚନ୍ଦ୍ର…