Browsing Tag

compensation

ତ୍ରିକୂଟ ରୋପୱେ ଦୁର୍ଘଟଣା: ମୃତକଙ୍କ ପରିଜନଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲା କମ୍ପାନୀ

ଝାଡ଼ଖଣ୍ଡ: ଦେଓଘରର ତ୍ରିକୂଟ ପର୍ବତ ପରେ ନିର୍ମିତ ରୋପୱେରେ ଏପ୍ରିଲ ୧୦ରେ ହୋଇଥିବା ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିଜନକୁ ରୋପୱେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଘୋଷଣା କରାଯାଇଛି। ଶନିବାର ଦିନ ରୋପୱେ କମ୍ପାନୀ ପକ୍ଷରୁ ୩ ଜଣ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ…

ହିଟ୍‌ ଆଣ୍ଡ୍‌ ରନ୍‌ରେ ମୃତ୍ୟୁ ପାଇଁ କ୍ଷତିପୂରଣ ୮ ଗୁଣା ବଢ଼ିଲା, ଏବେ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ :  ଆଗାମୀ ଏପ୍ରିଲ ୧ ରୁ ହିଟ୍‌ ଆଣ୍ଡ୍‌ ରନ୍‌(Hit & Run) ମାମଲାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ୨ ଲକ୍ଷ ଟଙ୍କା ମିଳିବ ବୋଲି ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି | ପୂର୍ବରୁ ଏହି ରାଶି ୨୫୦୦୦ ଟଙ୍କା ଥିଲା | ସଡ଼କ ଦୁର୍ଘଟଣାରେ…

ଦୁର୍ଘଟଣା ପରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ଥିତି ଆଧାରରେ ସ୍ଥିର ହେବ କ୍ଷତିପୂରଣ! ସୁପ୍ରିମକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ…

କୌଣସି ଦୁର୍ଘଟଣା ମାମଲାରେ ଏଣିକି ପୀଡ଼ିତ ବ୍ୟକ୍ତିଙ୍କୁ ଏକକାଳୀନ ମେଞ୍ଚାଏ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ନାହିଁ, ବରଂ ମାମଲାର ତଥ୍ୟ ଏବଂ ସ୍ଥିତି ଉପରେ ଏହା ନିର୍ଭର କରିବ। ପ୍ରତ୍ୟେକ ଦୁର୍ଘଟଣାର ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ରାଶି ଅଲଗା ଅଲଗା ହେବ। ସୁପ୍ରିମକୋର୍ଟ କହିଛନ୍ତି…

କରୋନା ହେଉ କି ଆନ୍ଦୋଳନରେ ମୃତ୍ୟୁ, କାହିଁକି କ୍ଷତିପୂରଣ ଦେବାକୁ ବାଧ୍ୟ ସରକାର? ଜାଣନ୍ତୁ

ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାର ଲୋକଙ୍କୁ ଯୋଗୀ ସରକାର ୪୫-୪୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ସେପଟେ କେନ୍ଦ୍ର ସରକାର ମଧ୍ୟ କରୋନାଜନିତ ମୃତ୍ୟୁରେ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। କିନ୍ତୁ କେତେକ…

କରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମିଳିବ ୫୦ ହଜାର ଟଙ୍କା, ସୁପ୍ରିମ କୋର୍ଟରେ କହିଲେ କେନ୍ଦ୍ର…

ଦେଶରେ କରୋନା ଯୋଗୁ ଯେଉଁ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ବୁଧବାର ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ତରଫରୁ ସୁପ୍ରିମ୍‌ କୋର୍ଟରେ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ତରଫରୁ ଏହା ମଧ୍ୟ କୁହାଯାଇଛି କି, ଏହି କ୍ଷତିପୂରଣ…

ତେଜସ୍‌ ଏକ୍ସପ୍ରେସର ଦୁଇ ଘଣ୍ଟା ବିଳମ୍ବ ପଡ଼ିଲା ମହଙ୍ଗା, ଭରିବେ ସାଢ଼େ ଚାରି ଲକ୍ଷ ଟଙ୍କା

ଦ ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ ପକ୍ଷରୁ ନୂଆ ସୂଚନା। ଶନିବାର ଓ ରବିବାର ତେଜସ୍‌ ଏକ୍ସପ୍ରେସ ଫେରିଯିବା କାରଣରୁ ୨୦୩୫ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା। ଏଥିରେ ମୋଟ ୪.୫ ଲକ୍ଷ ଟଙ୍କାର ଟିକେଟ ବୁକ୍‌ ହୋଇଥିଲା। ଯାହାକୁ ଭରିବା ପାଇଁ ରେଳ…

ସ୍କୁଲରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ କ୍ଷତିପୂରଣ, ହାଇକୋର୍ଟରେ ଏକ ସତ୍ୟପାଠରେ ଦର୍ଶାଇଛନ୍ତି…

ଭୁବନେଶ୍ବର: ସ୍କୁଲରେ କୌଣସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ଲୋକଙ୍କୁ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ । ଏନେଇ ହାଇକୋର୍ଟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏକ ସତ୍ୟପାଠରେ ଦର୍ଶାଇଛନ୍ତି । ଷ୍ଟୁଡେଣ୍ଟସ ୱେଲଫେୟାର ଫଣ୍ଡରୁ ଟଙ୍କା ଦେବାର ବ୍ୟବସ୍ଥା ରହିଥିବା…