Browsing Tag

compensation for animal attack

ଜୀବଜନ୍ତୁ କାମୁଡ଼ିଲେ ବା ଆକ୍ରମଣ କଲେ ରାଜ୍ୟ ସରକାର ଦେବେ କ୍ଷତିପୂରଣ, ଗୋଟେ ଦାଗ ପିଛା ୨୦୦୦ ଟଙ୍କା

ଜୀବଜନ୍ତୁ ଆକ୍ରମଣ କଲେ ମିଳିବ କ୍ଷତିପୂରଣ। ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ପଞ୍ଜାବର ସହରାଞ୍ଚଳରେ ପଶୁଙ୍କ ଆକ୍ରମଣରେ ମୃତ୍ୟୁ ଘଟିଲେ ଏବେ ପରିଜନଙ୍କୁ କ୍ଷତିପୂରଣ ମିଳିବ। ଦୁଇ ବର୍ଷ ପରେ ପଞ୍ଜାବ ସରକାର ଏ ନେଇ ଡ୍ରାଫ୍ଟକୁ ଆଇନ୍‌ରେ ପରିଣତ କରି ନୋଟିଫିକେସନ୍‌ ଜାରି…