ଅଧପନ୍ତରିଆ ହୋଇ ପଡିରହିଛି କଣ୍ଟାବାଞ୍ଜିର ପମ୍ପୁ ତଲାବର ପଙ୍କ ଉଦ୍ଧାର କାମ , ଅସନ୍ତୋଷ ଗ୍ରାମବାସୀ
କଣ୍ଟାବାଞ୍ଜି(କେନ୍ୟୁଜ୍) : କଣ୍ଟାବାଞ୍ଜିର ପମ୍ପୁ ତଲାବରୁ ପଙ୍କ ଉଦ୍ଧାର କାମ ଶେଷ ନହୋଇ ଅଧପନ୍ତରିଆ ହୋଇ ପଡିରହିଛି। ସହରର ମଇଳା ପାଣି ପମ୍ପୁ ତଲାବରେ ପଡୁଥିବା ବେଳେ ତାକୁ ବାହାରକୁ ବାହାର କରିବାକୁ ଡ୍ରେନ୍ ତିଆରି କରାଯାଇଥିଲା। ଡ୍ରେନ୍ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି…