Browsing Tag

complained

ପତ୍ନୀଙ୍କ ପ୍ରେମିକ ବିରୋଧରେ ଅଭିଯୋଗ ଆଣି ପାଇଲେ ୫.୩୧ କୋଟିର କ୍ଷତିପୂରଣ

ଆମେରିକାରେ ଏକ ଅଜବ ପ୍ରକାରର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ବ୍ୟକ୍ତି ନିଜ ପୂର୍ବ ପତ୍ନୀଙ୍କ ପ୍ରେମିକ ଉପରେ ପ୍ରେମ ଚୋରାଇବାର ଅଭିଯୋଗ ଆଣିଛନ୍ତି । ଯାହା ଫଳରେ ଅଦାଲତର ଆଦେଶ ଅନୁଯାୟୀ ଏବେ ତାଙ୍କୁ ୫.୩୧ କୋଟି ଟଙ୍କାର କ୍ଷତିପୂରଣ ମିଳିବ । ସେହି ବ୍ୟକ୍ତିଙ୍କ ନାମ ହେଉଛି କେବିନ…