କାଠଗଡ଼ାରେ ଦେବତା! ବର୍ଷା ନ ହେବାରୁ ଇନ୍ଦ୍ର ଦେବଙ୍କ ବିରୋଧରେ ଲିଖିତ ଅଭିଯୋଗ କଲେ କୃଷକ
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗୋଣ୍ଡାରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ବର୍ଷା ନ ହେବାରୁ ଇନ୍ଦ୍ର ଦେବଙ୍କ ନାଁରେ ଅଭିଯୋଗ କରିଛନ୍ତି। ସାଧାରଣତଃ ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଧାନ ରୁଆ ଯାଏ। ଏଣୁ ବର୍ଷାର ଆବଶ୍ୟକତା ରହିଛି। କିନ୍ତୁ…