Browsing Tag

complaint to find his ‘stolen’ heart

ଅଜବ ଏଫଆଇଆର୍ : ହୃଦୟ ଚୋରି ମାମଲା ନେଇ ଯୁବକ ପହଁଚିଲେ ଥାନାରେ

ନାଗପୁର : ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଅଜବ ଲାଗିବ । ଆଜ୍ଞା ହଁ ଏହିପରି ଏକ ଅଜବ ଏବଂ ଆଶ୍ଚର‌୍ୟ୍ୟ ଘଟଣା ଘଟିଛି ନାଗପୁରର ପୋଲିସ୍ କର୍ମୀମାନଙ୍କ ସହିତ । ଆମ ମାନଙ୍କର ଯାହାବି କିଛି ସମସ୍ୟା ହୋଇଥାଏ ଆମେ କିଛି ଭାବିବା ଆଗରୁ ପ୍ରଥମେ ପୋଲିସ୍ ପାଖକୁ ସାହାର‌୍ୟ୍ୟ ପାଇଁ…