ମାଉସ୍ର ସାହାଯ୍ୟରେ ଆଉ ଏକ ସୁବିଧା ପାଇବେ ଆପଣ…ଜାଣନ୍ତୁ କଣ
ଆପଣ ଦେଖିଛନ୍ତି କି ମାଉସରେ ୩ଟି ବଟନ ଥାଏ । ଗୋଟିଏ ଲେଫ୍ଟ କ୍ଲିକ ଓ ଅନ୍ୟଟି ରାଇଟ କ୍ଲିକ । ତା ସହ ମଝିରେ ସ୍କ୍ରଲ କରିବାକୁ ବି ଏକ ବଟନ ରହିଥାଏ । ଏହି ତିନୋଟି ବଟନ ଦ୍ୱାରା କମ୍ପୁଟରରେ ଅନେକ କିଛି ଅପରେଟିଙ୍ଗ ହୋଇପାରେ । କିନ୍ତୁ ଆପଣଙ୍କୁ କହିରଖୁଛୁ କି ଏହି ମଝି ବଟନକୁ ନେଇ କିଛି କଥା…