ଆପଣଙ୍କର ପିଲାର ପଢ଼ାରେ ମନ ଲାଗୁନାହିଁ ? ତାହେଲେ କରନ୍ତୁ ଏହି ଉପାୟ, ଛୁଆ ହେବ ବୁଦ୍ଧିମାନ
ବହୁତ ଥର ଆପଣଙ୍କୁ ଛୁଆର ପଢ଼ିବାକୁ ମନ ଲାଗେ ନାହିଁ। ଏବଂ ପଢ଼ିବାରେ ଧ୍ୟାନ ଦେଇନଥାଏ। ଏମିତିରେ ଯଦି ଆପଣ ଚାହୁଁଛନ୍ତି ସେ କ୍ଷୀପ୍ର ବୁଦ୍ଧିମାନ ଏବଂ ପଢ଼ାରେ ଉନ୍ନତି କରୁ ତେବେ ଆପଣଙ୍କୁ ଦୁଇଟି ସହଜ ଉପାୟ ବ୍ୟବହାର କରିବାକୁ ପଡିବ। ଏହା ସହିତ ୩ ମନ୍ତ୍ରକୁ ଉପଯୋଗ କରି ଆପଣ ନିଜର ଛୁଆକୁ…