Browsing Tag

conch shell

ଶଙ୍ଖରେ ଗାଈ କ୍ଷୀରକୁ ଭରି ମହାଦେବଙ୍କୁ ଅର୍ପଣ କରନ୍ତୁ, ଦୂର ହେବ ସମସ୍ତ ଗ୍ରହଦୋଷ

ହିନ୍ଦୁ ଧର୍ମରେ ଧାର୍ମିକ ପୂଜାପାଠ, ଭଜନକୀର୍ତ୍ତନ ଆଦି ସମୟରେ ଶଙ୍ଖ ବଜାଇବାକୁ ଶୁଭ ବିବେଚନା କରାଯାଏ। ଶଙ୍ଖରୁ ନିର୍ଗତ ହେଉଥିବା ଧ୍ୱନି ଦ୍ୱାରା ବାୟୁମଣ୍ଡଳରେ ଥିବା ନକରାତ୍ମକ ଉର୍ଜା ଓ ହାନିକାରକ ଜୀବାଣୁ ନଷ୍ଟ ହୋଇଯାଆନ୍ତି। ଶଙ୍ଖ ବଜାଇବା ବେଳେ କୁମ୍ଭକ, ରେତକ ତଥା ପ୍ରାଣାୟାମ କ୍ରିୟା…