Browsing Tag

concrete wall lashes

କେନ୍ଦ୍ରାପଡା: ବାତ୍ୟା ସହ ପ୍ରବଳ ବର୍ଷା ମାଡରେ ଭୁଶୁଡ଼ିଲା ପୋଖରୀର ନିର୍ମାଣାଧୀନ କଂକ୍ରିଟ ଓ୍ବାଲ୍

ଆଳି(କେ ନ୍ୟୁଜ):  ବାତ୍ୟା ସହିତ ପ୍ରଚଣ୍ଡ ବର୍ଷା ମାଡରେ ଭୁଷୁଡି ପଡିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ ଗୋବିନ୍ଦପୁର ପଞ୍ଚାୟତ ମେଡିକାଲ ପୋଖରୀର କଂକ୍ରିଟ ଓ୍ବାଲ୍। ପଞ୍ଚାୟତ ଦ୍ଵାରା ଚାଲୁ ରହିଥିଵା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଗୋବିନ୍ଦପୁର ରାସ୍ତାକଡରେ ଥିବା ଏହି ପୋଖରୀର ପୁନରୁଦ୍ଧାର…