ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି: ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ୧୭ ଯବାନ୍ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ…
ମାଲକାନାଗିରି(କେନ୍ୟୁଜ୍): ଛତିଶଗଡ଼ରେ ନକ୍ସଲ ହମ୍ଲାରେ ସହିଦ୍ ୧୭ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ। ସୁକମା ଜିଲ୍ଲା ସଦର ମହକୁମାରେ ଶହୀଦ୍ ମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଦିଆଯିବ। ସୁକମା ଜିଲ୍ଲା କାସଲପାଡ ଜଙ୍ଗଲରେ…