Browsing Tag

confederation of indian industry

ଲକଡାଉନ ଯୋଗୁ ତଳକୁ ଖସିବ ଅର୍ଥବ୍ୟବସ୍ଥା, ଯାଇପାରେ 52 ପ୍ରତିଶତ ଚାକିରି !

କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା 21 ଦିବସୀୟ ଲକଡାଉନର ଗଭୀର ପ୍ରଭାବ ଆମ ଅର୍ଥବ୍ୟବସ୍ଥା ଉପରେ ପଡ଼ିବ। ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ) ଏକ ସର୍ବେକ୍ଷଣରେ 52 ପ୍ରତିଶତ ଚାକିରି ଯିବାର ଆଶଙ୍କା ପ୍ରକାଶ କରିଛି। ସିଆଇଆଇର ପାଖାପାଖି 200 ମୁଖ୍ୟ…