Browsing Tag

conflict over electricity

ବିଦ୍ୟୁତ୍‌ ସଂଯୋଗକୁ ନେଇ ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା ଆଉ ବନ୍ଧୁକ, ଭାଇରାଲ୍ ହେବାରେ ଲାଗିଛି ଭିଡିଓ

ବାଲେଶ୍ୱର: ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା ଆଉ ବନ୍ଧୁକ। ବିଦ୍ୟୁତ୍‌ ସଂଯୋଗକୁ ନେଇ ଏମିତି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ। ଗତ ୧୯ ତାରିଖ ଦିନ ବିଦ୍ୟୁତ୍‌ ଖୁଣ୍ଟରୁ ବିଦ୍ୟୁତ୍‌ ସଂଯୋଗକୁ ନେଇ କେଶପୁର ଗାଁର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।…