ସୋସିଆଲ ମିଡିଆରେ ଏହି ଫଟୋ କହୁଛି ଅନେକ କଥା, ଯୁବକଙ୍କ କନ୍ଫ୍ୟୁଜନ ଦେଖି ମଜା ଉଡ଼ାଉଛନ୍ତି ଲୋକେ
ଦୁନିଆରେ ଲୋକଙ୍କୁ ଅନେକ ପ୍ରକାର କନ୍ଫ୍ୟୁଜନ ଥାଏ। କିଛି ଜଣଙ୍କୁ ନିଜ ଲାଇଫ୍କୁ ନେଇ କନ୍ଫ୍ୟୁଜନ ଥାଏ ତ ଆଉ କିଛି ଜଣଙ୍କୁ ନିଷ୍ପତ୍ତି ନେବାରେ। କିନ୍ତୁ କିଛି ଲୋକଙ୍କୁ ଏମିତି କନ୍ଫ୍ୟୁଜନ ହୋଇଥାଏ, ଯାହା ବିଷୟରେ ଆପଣ କେବେ ଭାବି ବି ପାରିବେନି। ଏବେ ଏବେ ସୋସିଆଲ ମିଡିଆରେ ଜଣେ…