Browsing Tag

congo

କାଙ୍ଗୋରେ ଭୟଙ୍କର ଟ୍ରେନ ଦୁର୍ଘଟଣା: ଅତିକମରେ ୬୦ ଲୋକ ମୃତ, ୧୦୦ରୁ ଅଧିକ ଆହତ

ଆଫ୍ରିକା ଦେଶର ଡେମୋକ୍ରାଟିକ ରିପ୍ଲବିକ ଅଫ କାଙ୍ଗୋରେ ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଅତିକମରେ ୬୦ରୁ ଅଧିକଙ୍କ ପ୍ରାଣହାନୀ ଘଟିଛି। ୧୦୦ରୁ ଊର୍ଦ୍ଧ ଲୋକ ଆହତ ହୋଇଛନ୍ତି। ଘଟଣାଟି ଲୁଆଲାବା ପ୍ରାନ୍ତର ଲୁବୁଦୀ ଅଞ୍ଚଳରେ ଘଟିଛି। ରିପୋର୍ଟ ଅନୁସାରେ, ଲୋକମାନେ ଜିନିଷ ନେଇ…

କ୍ଷମତାଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଡଙ୍ଗା ଓଲଟିଲା, ବୁଡ଼ିଗଲେ ୧୦୦ରୁ ଅଧିକ ଲୋକ, ଏବେ ସୁଦ୍ଧା ୫୧ ମୃତଦେହ ଉଦ୍ଧାର

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ଡଙ୍ଗା ବୁଡ଼ି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୬୦ଜଣ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା କଙ୍ଗୋ ନଦୀରେ ଘଟିଛି। ଉତ୍ତର-ପଶ୍ଚିମ ରାଜ୍ୟ ମୋଙ୍ଗାଲାର ରାଜ୍ୟପାଳଙ୍କ ମୁଖପାତ୍ର ନେଷ୍ଟର ମାଗବାଡୋ କହିଛନ୍ତି ଯେ ଏବେ ସୁଦ୍ଧା ୫୧ଜଣଙ୍କ ମୃତଦେହ…

ଅଚାନକ ମିଳିଗଲା ସୁନାର ପାହାଡ଼, ଲୁଟିବା ପାଇଁ କୋଡ଼ି କୋଦାଳ ଧରି ଧାଇଁଲେ ଲୋକେ; ଦେଖନ୍ତୁ ପୂରା ଦୃଶ୍ୟ

ପାହାଡ଼ରୁ ମିଳିଲା ସୁନା। ଯିଏ ଯେଉଁଥିରେ ପାଇଲା ପୂରେଇ ନେଇଚାଲିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଙ୍ଗୋଠାରେ। ମଧ୍ୟ ଆଫ୍ରିକାର କଙ୍ଗୋରେ ଏକ ଏଭଳି ପାହାଡ଼ ବିଷୟରେ ଜଣାପଡ଼ିଛି ଯାହାର ୬୦ରୁ ୯୦ ପ୍ରତିଶତ ଅଞ୍ଚଳରେ ସୁନା ଥିବା କୁହାଯାଉଛି। ସୁନା ଏକ ଦାମୀ ଧାତୁ ହୋଇଥିବାରୁ ପାହାଡ଼ର ମାଟି…