Browsing Tag

congress

ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କାଙ୍କୁ ବି ଉଠାଇନେଲା ପୋଲିସ

ଅଲ୍‌ ଇଣ୍ଡିଆ କଂଗ୍ରେସ ପାର୍ଟି ପକ୍ଷରୁ ଦରଦାମ୍‌ ବୃଦ୍ଧି, ଜିଏସ୍‌ଟି ଓ କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୋଧରେ ଶୁକ୍ରବାର ରାସ୍ତାରେ ସଂସଦ ଯାଏଁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଟେକି ନେଇଛି। ସମସ୍ତ…

ମୋଦିଙ୍କ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନର ଜବାବରେ କଂଗ୍ରେସ ଲଗାଇଲା ନେହରୁଙ୍କ ଫଟୋ, RSS କୁ କଲା କଡ଼ା ସମାଲୋଚନା

ସ୍ୱାଧୀନତାର ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆର ପ୍ରୋଫାଇଲ ପିକ୍‌ଚରରେ ତ୍ରିରଙ୍ଗା ଲଗାଇବା ପରେ କଂଗ୍ରେସ ଏହି ଅଭିଯାନର ଜବାବରେ ଏବେ ଏକ ନୂଆ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ପାର୍ଟି ଅଗଷ୍ଟ୧୫ ପୂର୍ବରୁ ହାତରେ ତ୍ରିରଙ୍ଗା ଧରିଥିବା ଜବାହରଲାଲ…

ଉଗ୍ର ହେଉଛି କଂଗ୍ରେସର ପ୍ରତିବାଦ: ପୋଲିସ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ, ଭାଇରାଲ ହେଲା ଭିଡିଓ…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି। ବିରୋଧ କରୁଥିବା ଛାତ୍ରମାନେ ଟ୍ରେନ୍ ଏବଂ ବସ୍ ଜାଳିବାରେ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି। ରରାଜନୈତିକ ଦଳ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ବିରୋଧ କରୁଛନ୍ତି। ଏପରି ଏକ ପ୍ରତିବାଦ ବେଳେ ମହିଳା କଂଗ୍ରେସ…

ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ଆଜି ପୁଣି ଆଜି ଜେରା କରିବ ED । ଆଜି ବି ଦଳ ବିରୋଧ କରିବ । ଗତକାଲି ରାହୁଲଙ୍କ ମାରାଥନ ଜେରା କରିଥିଲେ ଇଡି ଅଧିକାରୀ । ଦୁଇଟି ପର୍ଯ୍ୟାୟରେ ସାଢ଼େ ୮ ଘଣ୍ଟା ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାହୁଲଙ୍କୁ ଜେରା ବେଳେ ଦେଶବ୍ୟାପୀ କଂଗ୍ରେସ…

ବିଜେପି ନା’ କଂଗ୍ରେସ ? ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି। କାହାକୁ କିଏ ପ୍ରାର୍ଥୀ କରିବେ ତାହାକୁ ନେଇ ଚାଲିଛି…

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କରୋନା, ପଜିଟିଭ ଚିହ୍ନଟ ପରେ ସଂଗରୋଧରେ ଅଛନ୍ତି

କେନ୍ୟୁଜ୍(ବ୍ୟୁରୋ):  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କରୋନା । ସୋନିଆଙ୍କୁ ସାମାନ୍ୟ ଜ୍ୱର ହେବା ସହ ତାଙ୍କ ପାଖରେ କରୋନାର ଅନ୍ୟ ଲକ୍ଷଣ ରହିଛି । ଗତ ସଂଧ୍ୟାରେ ତାଙ୍କୁ ଜ୍ୱର ଆସିଥିଲା। ପଜିଟିଭ ଚିହ୍ନଟ ହେବା ପରେ ସୋନିଆ ସଂଗରୋଧରେ ଅଛନ୍ତି । ନ୍ୟାସନାଲ୍‌ ହେରାଲ୍‌ଡ ମାମଲାରେ…

ରାଜ୍ୟ କଂଗ୍ରେସ ନେତାଙ୍କୁ ରାହୁଲ ଗାନ୍ଧୀଙ୍କ ତାଗିଦ୍‌, କହିଲେ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟ କଂଗ୍ରେସ ନେତାଙ୍କୁ ରାହୁଲଙ୍କ ତାଗିଦ୍‌। ଦଳ ମଧ୍ୟରେ ଶୃଙ୍ଖଳା ରକ୍ଷା ନେଇ ରାଜ୍ୟ କଂଗ୍ରେସ ନେତାଙ୍କୁ ତାଗିଦ୍‌ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଛନ୍ତି। ଏଥିସହ ଏକାଠି ଲଢେଇ…

ସସ୍‌ପେନ୍ସ ଦୂର ହେଲା…କଂଗ୍ରେସରେ ସାମିଲ ହେବାକୁ ମନା କରିଦେଲେ ପ୍ରଶାନ୍ତ କିଶୋର, ଟ୍ଵିଟ୍‌ କରି କହିଲେ, ‘ଭଲ…

କଂଗ୍ରେସରେ ମିଶିବେ ନାହିଁ ପ୍ରଶାନ୍ତ କିଶୋର। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ସାମିଲ ହେବାକୁ ମନା କରି ଦେଇଛନ୍ତି। ସେ ନିଜେ ଏ ନେଇ ଟ୍ଵିଟ୍‌ କରି ଜଣାଇଛନ୍ତି। ଟ୍ଵିଟରରେ ସେ ଘୋଷଣା କରିଛନ୍ତି ଯେ ‘ମୁଁ EAG ରୂପେ ଦଳରେ ଯୋଗଦେବା ଏବଂ ନିର୍ବାଚନ ଦାୟିତ୍ୱ ଗ୍ରହଣ…

କ’ଣ କଂଗ୍ରେସକୁ ପୁନର୍ଜୀବିତ କରିବେ କି ପ୍ରଶାନ୍ତ…? ଦଳ ପାଇଁ କ’ଣ ରହିଛି ରଣନୀତି; ଆଜି ସୋନିଆଙ୍କ ସହ…

କ’ଣ କଂଗ୍ରେସର ‘ହାତ’ ଧରିବେ ପ୍ରଶାନ୍ତ କିଶୋର? କ’ଣ କଂଗ୍ରେସ ପ୍ରଶାନ୍ତ କିଶୋରଙ୍କ ଉପରେ ଭରସା କରିବ? ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କର ଦଳ ପାଇଁ କ’ଣ ରହିଛି ଯୋଜନା? ଏ ସବୁକିଛି ପ୍ରଶ୍ନ ଏବେ ରାଜନୀତିପ୍ରେମୀଙ୍କ ମୁହଁରେ। ପ୍ରକୃତ କଥା ହେଲା, କଠିନ ପରିସ୍ଥିତି ଦେଇ ଗତି…

ବିଜେପିର ଏହି ମନ୍ତ୍ରୀଙ୍କ ନାଁ ପୂର୍ବରୁ ଥିଲା କଂଗ୍ରେସ, କିନ୍ତୁ ପଦ୍ମ ଧରିବା ପରେ ଏବେ କରି ଦେଲେ ସ୍ୱତନ୍ତ୍ର ଦେବ

ନେତା ମାନେ ଦଳ ଅଦଳ ବଦଳ କରୁଥିବା ତ ଆମେ ଜାଣିଛେ। କିନ୍ତୁ ଏବେ ଜଣେ ନେତା ନିଜ ନାଁ ବି ବଦଳାଇ ଦେଇଥିବା ଦେଖିବାକୁ ମିଳିଛି। ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌରେ। ଏଠାରେ ଭାରତୀୟ ଜନତା ପାର୍ଟିର ଜଣେ ନେତା ନିର୍ବାଚନ ଜିତିବା ପରେ ନିଜ ନାଁ…

୫ ରାଜ୍ୟ ପରାଜୟ ପରେ କଂଗ୍ରେସର ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ଦଳୀୟ କର୍ମୀଙ୍କ ହେବ ମାନସମନ୍ଥନ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ପରାଜୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ବସୁଛି ସିଡବ୍ଲୁସିର ଗୁରୁତ୍ୱପୂର୍ଣ୍ଣ ବୈଠକ । ୫ ରାଜ୍ୟରେ ଶୋଚନୀୟ ପରାଜୟର ୩ ଦିନ ପରେ କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକ । ଅପରାହ୍‌ଣ ୪ଟାରେ ବୈଠକ ହେବ । ଆସନ୍ତା ସେପଟେମ୍ବରରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ହେବାର…

‘ମୋ ଭାଇ ପାଇଁ ଜୀବନ ବି ଦେଇ ପାରିବି’: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

‘ମୁଁ ମୋ ଭାଇ ପାଇଁ ଜୀବନ ବି ଦେବାକୁ ପଛାଇବି ନାହିଁ’ ବିଜେପିର ଏକ ଆରୋପର ଏଭଳି ମୁହଁ ତୋଡ଼ ଜବାବ୍‌ ଦେଇଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା କହିଛନ୍ତି- ମୁଁ ମୋ ଭାଇ ପାଇଁ ଜୀବନ ଦେଇପାରିବି ଓ ସେ ମୋ ପାଇଁ ଜୀବନ ଦେଇପାରିବ। ପ୍ରକାଶ ଯେ କିଛି ଦିନ ତଳେ ଉତ୍ତର…