Browsing Tag

congress alliance

ମେଣ୍ଟ ନେଇ କଂଗ୍ରେସର ଆଲୋଚନା, ଭୁବନେଶ୍ୱର ଲୋକସଭା ଆସନ ଛାଡ଼ିବ ସିପିଏମକୁ

ଭୁବନେଶ୍ବର : ସିପିଆଇ ପରେ ସିପିଏମ । ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନକୁ ଲଢ଼ିବା ପାଇଁ ସିପିଏମକୁ ଛାଡିବା କଂଗ୍ରେସ । ଏହି ଆସନରୁ ସିପିଏମ ନେତା ଜନାର୍ଦ୍ଦନ ପତି ପ୍ରାର୍ଥୀ ହେବେ । ସେହିପରି ସିପିଏମ ୭ଟି ବିଧାନସଭା ଆସନ ବଣେଇ, ରେମୁଣା, ମୋରଡ଼ା, ରଣପୁର,ନିଳଗିରି, ବ୍ରହ୍ମଗିରି,…