Browsing Tag

congress candidates name

ଆଉ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ , ପିପିଲିରୁ ନିର୍ବାଚନ ଲଢିବେ ଅଜିତ ମଙ୍ଗରାଜ

ଭୁବନେଶ୍ବର(କେନ୍ୟୁଜ୍) : ବାକି ଆଉ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ପିପିଲିରୁ ନିର୍ବାଚନ ଲଢିବେ ଅଜିତ ମଙ୍ଗରାଜ। ଖୋର୍ଦ୍ଧା ଆସନରୁ ନିର୍ବାଚନ ଲଢିବେ ସ୍ୱାଗତିକା ପଟ୍ଟନାୟକ। ପୂର୍ବରୁ ପିପିଲିର କଂଗ୍ରେସ ପ୍ରାର୍ଥୀ ଥିଲେ ଯୁଧିଷ୍ଠିର ସାମନ୍ତରାୟ। ତାଙ୍କ ସ୍ଥାନରେ ଅଜିତ…