Browsing Tag

congress kranti yatra

ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ଯୁବ କ୍ରାନ୍ତି ଯାତ୍ରା , ୨୩ରୁ ୨୪ ଭିତରେ ଆସି ପହଞ୍ଚିବ ଓଡ଼ିଶାରେ

ଭୁବନେଶ୍ବର(କେନ୍ୟୁଜ୍) : କେନ୍ଦ୍ର ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବ କଂଗ୍ରେସ। ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦାବିରେ ଯାତ୍ରା କରିବ ଦଳ। ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ବାହାରିବ ଯୁବ କ୍ରାନ୍ତି ଯାତ୍ରା। ୨୩ରୁ ୨୪ ଭିତରେ ଓଡ଼ିଶାରେ ଆସି ପହଞ୍ଚିବ…