ପାର୍ଟି ଫଣ୍ଡକୁ ଝିଅ ଜନ୍ମଦିନ ପାର୍ଟିରେ ଉଡ଼ାଇଲେ କଂଗ୍ରେସ ନେତା, ଅଭିଯୋଗ ପରେ ଏବେ ଖାଉଛନ୍ତି ଜେଲ ହାଓ୍ଵା
ପାର୍ଟିର କ୍ୟାମ୍ପେନିଂ ପାଇଁ ଯୋଗାଡ଼ ହୋଇଥିବା ଫଣ୍ଡକୁ ଜଣେ ପୂର୍ବ କଂଗ୍ରେସ ନେତା ନିଜ ଝିଅ ଜନ୍ମ ଦିନ ପାର୍ଟିରେ ଉଡ଼ାଇ ଦେଇଛନ୍ତି। ଏଣୁ ଏବେ ଏହି କଂଗ୍ରେସ ନେତାଙ୍କୁ ଜେଲର ହାଓ୍ଵା ଖାଇବାକୁ ପଡ଼ିଛି। ଅଦାଲତ କଂଗ୍ରେସ ନେତାଙ୍କୁ ୧୧ ମାସ ପାଇଁ ଜେଲ ଦଣ୍ଡାଦେଶର ନିର୍ଦ୍ଦେଶ ଦେଇଛନ୍ତି ଓ…