Browsing Tag

Congress leader Twinkle murder case

କଂଗ୍ରେସ ନେତ୍ରୀ ଟ୍ଵିଙ୍କଲ ଡାଗରେ ହତ୍ୟା ମାମଲା : ‘ଦୃଶ୍ୟମ୍‌’ ଫିଲ୍ମ କାହାଣୀରୁ ପ୍ରେରଣା

ଇନ୍ଦୋର : ପ୍ରେମ, ପ୍ରତାରଣା ଓ ହତ୍ୟାର ଆଉ ଏକ କାହାଣୀ । ପ୍ରେମିକାରୁ ପତ୍ନୀ ବନିଥିବା ଯୁବତୀକୁ ମାରି ଜାଳି ଦେଲା ଯୁବକ । ଆଉ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଦୃଶ୍ୟମ’ କାହାଣୀ ଭଳି କୁକୁର ମରିଗଲା ବୋଲି କହିଦେଲା । ଘଟଣା ହେଉଛି ଦୁଇ ବର୍ଷ ତଳର । ଆଉ ଏବେ ପୋଲିସ୍‌ ପର୍ଦ୍ଦାଫାସ୍‌ କରିଛି ।…