Browsing Tag

congress luck in mp

ମଧ୍ୟପ୍ରଦେଶ କ୍ଷମତା ଲଢ଼େଇରେ କଣ ହେବ କଂଗ୍ରେସର ଭାଗ୍ୟ? ତାକୁ ନେଇ ଏବେ ସସପେନ୍ସ

କେନ୍ୟୁଜ୍(ବ୍ୟୁରୋ): ମଧ୍ୟପ୍ରଦେଶ କ୍ଷମତା ଲଢ଼େଇରେ କଣ ହେବ କଂଗ୍ରେସର ଭାଗ୍ୟ । ସରକାର ରହିବ ନା ଭାଙ୍ଗିବ । ତାକୁ ନେଇ ଏବେ ସସପେନ୍ସ । ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଥିବା ଆଗକୁ କମଲନାଥ ସରକାରଙ୍କ ସ୍ଥିତି କଣ ହେବ । ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛନ୍ତି…